କଟକ: ହାଇକୋର୍ଟର ବିଚାରପତି ଭାବେ ନିଷ୍ପତ୍ତି ନେବେ ଜଷ୍ଟିସ ସାବିତ୍ରୀ ରଥ । ଆଜି ଦିନ ୧୦ ଟା ୩୦ ରେ ତାଙ୍କୁ ଶପଥ ଗ୍ରହଣ କରାଇବେ ଚିଫ ଜଷ୍ଟିସ ମହମ୍ମଦ ରାଫିକ । କୋଭିଡ କଟକଣା ସହ ଏହି ଶପଥ ଗ୍ରହଣ ହେବା ନେଇ ଜଣାପଡିଛି ।
ଜଷ୍ଟିସ ସାବିତ୍ରୀ ରଥ ପୂୂର୍ବତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରପୁଲ୍ଲ ରଥଙ୍କ କନ୍ୟା ଅଟନ୍ତି ।ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜଷ୍ଟିସ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ନିଯୁକ୍ତ କରିଥିଲେ ।ଏହାକୁ ମିଶାଇ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା ।
BREAKING NEWS
- ବାତ୍ୟା ‘ଅକ୍ୱାନ୍’: ଜଳ ସମ୍ପଦ ବିଭାଗର ରାତ୍ରିକାଳୀନ ପାଟ୍ରୋଲିଂ ଜୋରଦାର, ସମ୍ବେଦନଶୀଳ ନଦୀ ଅଞ୍ଚଳରେ ୨୪ ଘଣ୍ଟିଆ ନିରୀକ୍ଷଣ
- Cyclone Akvan: ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ଉତ୍ତର ଓଡ଼ିଶାରେ ସରକାରଙ୍କ ବଡ଼ ପ୍ରସ୍ତୁତି, ୩ ଜିଲ୍ଲାର ଦାୟିତ୍ୱରେ ବରିଷ୍ଠ IAS ଅଧିକାରୀ…
- ଦେବଝୋଲାକୁ ଦଇବ ସାହା ! ସାତ ଦଶନ୍ଧି ଧରି ମୌଳିକ ସୁବିଧା ସାତ ସପନ, ମାଓମୁକ୍ତ ହେଲା ପରେ ବି ବିକାଶ ଅପହଂଚ
- Cyclone Akvan: ବାତ୍ୟା ‘ଆକଭାନ୍’ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର; ୭ଜିଲ୍ଲାରେ ବରିଷ୍ଠ ନେତାଙ୍କୁ ନିୟୋଜିତ କଲା ବିଜେଡି
- ଭାରତୀୟ ପର୍ଯ୍ୟଟକଙ୍କୁ ବଡ଼ ଝଟକା: ଜାନୁଆରୀ ୧, ୨୦୨୭ରୁ ମାଲେସିଆରେ ଶେଷ ହେବ ଭିସା-ମୁକ୍ତ ପ୍ରବେଶ
- ‘Revolution, Not Election’ ମନି ଲଣ୍ଡ୍ରିଂ କେସ୍ରୁ ଅନ୍ତରୀଣ ଜାମିନ ପରେ ଆଜମ ଖାନ୍ଙ୍କ ବୟାନ, ଆଗାମୀ ୟୁପି ନିର୍ବାଚନରେ ହେବ ବନ୍ୟା !
- Severe Cyclone Akvan: ଓଡିଶା ମୁହାଁ ବାତ୍ୟା ‘ଅକଭାନ୍’! ନରସାପୁରରୁ ପୁରୀ ମଝିରେ ହେବ ମାଡ! ୧୧ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ…
- Hairball Removed From Stomach:ଝିଅର ପେଟରୁ ବାହାରିଲା ୭୫୦ ଗ୍ରାମ ଓଜନର କେଶ ପିଣ୍ଡୁଳା;କେଶ ଖାଇବାର ଏକ ବିରଳ ରୋଗରେ ଥିଲେ ପୀଡ଼ିତ
- ଏହି ଗାଁର ଅଧା ଗ୍ରାମବାସୀଙ୍କ କିଡ଼ନୀ ଖରାପ….ଖୁବ୍ଶୀଘ୍ର ହେବ ପାଣି ନମୁନା ସଂଗ୍ରହ
- ନେତାନ୍ୟାହୁଙ୍କୁ କ୍ଷମତାଚ୍ୟୁତ କରିବାକୁ ଏକାଠି ହେଲେ ଇସ୍ରାଏଲର ୫ ବିରୋଧୀ ନେତା; କହିଲେ- ସରକାର ଗଠନ ‘ସର୍ବୋଚ୍ଚ ପ୍ରାଥମିକତା’
Comments are closed.