ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଆଙ୍କ ଗଣପର୍ବ ରଜ । ତେବେ କରୋନା ପାଇଁ ଚଳିତ ବର୍ଷ ରଜ ଫିକା ପଡିଛି । ଚାରିଆଡେ ଲକଡାଉନ କଟକଣା ଲାଗୁ କରାଯାଇଛି । ଏଥିସହ ସଟଡାଉନ୍ ବି ହୋଇଛି । ତେବେ ରଜ ଯେପରି ଫିକା ନପଡିବ ସେଥିପାଇଁ ଆରମ୍ଭ ହୋଇଛି ଅନ୍ଲାଇନ୍ ପାନ ବ୍ୟବସାୟ ।
ଏଥର ରଜରେ ଅନ୍ଲାଇନ୍ରେ ପାନ ପାଇପାରିବେ ଗ୍ରାହକ । ୪ ଘଂଟା ଭିତରେ ଘରେ ଆସି ପହଂଚିଯିବ ଆପଣଙ୍କ ମନ ପସନ୍ଦର ପାନ । ରଜରେ ଘରେ ବସି ଉପହାର.କମ୍ ଜାରିଆରେ କଟକ ଓ ଭୁବନେଶ୍ୱରରେ ଲୋକେ ପାଇଯିବେ ମିଠା ପାନ । ବିିଭିନ୍ନ ପ୍ରକାର ଫ୍ଲେଭରର ପାନ ଏହି ଅନ୍ଲାଇନ୍ରେ ଉପଲବ୍ଧ ରହିଛି । ଅଲଫାନସୋ ମିଠା ପାନ, ଷ୍ଟ୍ରବେରୀ ପାନ, ଦିଲଖୁସ ପାନ ମିଳିବ । ତେବେ ହୋମ ଡେଲିଭରି ପାଇଁ ଅଧିକ ୯୯ ଟଙ୍କା ଦେବାକୁ ପଡିବ।
BREAKING NEWS
- E-Kyc: ସାଢେ ୬ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନ କାର୍ଡ….
- ବଙ୍ଗଳାର ୩୨ ହଜାର ଶିକ୍ଷକଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ବିରୋଧ କରୁଛି ବିଜେପି
- Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୫ ମାଓବାଦୀ ନିହତ;ଜଣେ ଯବାନ ସହିଦ, ଆଉ ଜଣେ ଆହତ
- ଚର୍ଚ୍ଚାରେ ବେଲଜିୟମର କୁନି ଆଇନଷ୍ଟେଇନ
- ସକାଳୁ ଉଷୁମ ପାଣି ସହ ଘିଅ ପିଅନ୍ତୁ, ୧୫ ଦିନରେ ଦୂର ହେବ ଏହି ସମସ୍ୟା…
- ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଞ୍ଜୁରୀ ଦେଲା ଋଷ
- Bomb threat emails: ଏହି ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ସଜାଗ
- CHSE +2exam: +୨ ପରୀକ୍ଷା ପାଇଁ ତାରିଖ ଘୋଷଣା; ଫେବୃୟାରୀ୧୮ରୁ ଥିଓରି, ପ୍ରାକ୍ଟିକାଲ ଜାନୁଆରୀ…
- ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଯୌତୁକ: ସୁପ୍ରିମକୋର୍ଟ
- ଅଭ୍ୟାସ ଆରମ୍ଭ କଲେ ଶୁଭମନ ଗିଲ
Comments are closed.