ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ ପରେ ଏବେ ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ନିବୁଲାଇଜର କିଣିବା ସମୟରେ ଗୋଟିଏ କମ୍ପାନୀ ୨ଥର କୋଟେସନ ଦେଇଥିଲା । ୨୧ ତାରିଖରେ ଦେଇଥିବା ପ୍ରଥମ କୋଟେସନରେ ଏହାର ଦାମ ୩୧ଶହ ଟଙ୍କା ଥିବା ବେଳେ ୨୩ ତାରିଖରେ ଦେଇଥିବା କୋଟେସନରେ ଏହାର ଦାମ ଥିଲା ୫ହଜାର ୯୦୦ଟଙ୍କା । ଦ୍ୱିତୀୟ କୋଟେସନ ଆଧାରରେ ରାଜ୍ୟ ସରକାର ୫୦୦ ଟି ନିମୁଲାଇଜର କିଣିଥିବା ଅଭିଯୋଗ ଆଣିଛି କଂଗ୍ରେସ ।
BREAKING NEWS
- ଲେଡି ସାଇକୋ କିଲର୍: ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ନାଁରେ ସଙ୍ଗୀନ ଅଭିଯୋଗ
- ନୂଆବର୍ଷରେ କିଏ ହେବେ ରାଜା କିଏ ମନ୍ତ୍ରୀ ? ୨୦୨୬ର ଗ୍ରହ ଚଳନ ଓ ଭବିଷ୍ୟବାଣୀ
- ସାମ୍ବାଦିକଙ୍କୁ ମିଳିବ କି ପେନସନ୍; ଜାଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…
- ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି…
- ମସଜିଦ ବଞ୍ଚାଇ ଦେଲା ହିନ୍ଦୁଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ
- ଅଷ୍ଟ୍ରେଲିଆରେ ରୁଟଙ୍କ ପ୍ରଥମ ଶତକ, ଇଂଲଣ୍ଡ ୩୨୫/୯
- ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ସୋନିଆ ଗାନ୍ଧୀ, କଂଗ୍ରେସକୁ ଦେଉଛନ୍ତି କଡ଼ା ଟକ୍କର
- Bijapur Naxal Encounter: ବିଜାପୁର ଏନକାଉଣ୍ଟର: ଆଉ ୬ନକ୍ସଲଙ୍କ ମୃତଦେହ ଉଦ୍ଧାର; ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
- ଅଭିନେତା ସୁଧୀର ଦଲଭିଙ୍କ ଚିକିତ୍ସାରେ ସାହାଯ୍ୟ କରିବ ଶିରିଡି ସାଇ ବାବା ଟ୍ରଷ୍ଟ…
Comments are closed.