ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ତଥା ପ୍ରଯୋଜିକା ଅନୁଷ୍କା ଶର୍ମାଙ୍କୁ ଆସିଛି କୋର୍ଟ ନୋଟିସ। ନିଜ ୱେବ ସିରିଜ ‘ପାତାଲଲୋକ’ କୁ ନେଇ ଗତ କିଛି ଦିନ ୱେବ ଚର୍ଚ୍ଚାରେ ଥିବା ଅନୁଷ୍କା ଟାଣି ହୋଇ ଆସିଛନ୍ତି ବିବାଦ ଘେରକୁ । ଗୋଟିଏ ପଟେ ‘ପାତାଲଲୋକ’ ପାଇଁ ପ୍ରଶଂସା ମିଳୁଥିବା ବେଳେ ଅନ୍ୟପଟେ ପିଛା ଛାଡ଼ୁନି ବିବାଦ ।
ଏହି ସୋ’ର ତୃତୀୟ ଏପିସୋଡ଼କୁ ନେଉ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସୋମବାର ଦିନ ଅନୁଷ୍କାଙ୍କୁ ନୋଟିସ ପଠାଇଛନ୍ତି। ଏହି ଏପିସୋଡ଼ରେ ଶିଖ ସମ୍ପ୍ରଦାୟର ଭାବମୂର୍ତିକୁ ଜାଣି ଜାଣି ଖରାପ କରାଯାଉଥିବାର ଅଭିଯୋଗ ହେବା ପରେ କୋର୍ଟ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଅନୁଷ୍କାଙ୍କ ସହ ଆମାଜନ ପ୍ରାଇମ ଭିଡ଼ିଓକୁ ମଧ୍ୟ ନୋଟିସ ଜାରି ହୋଇ ଜବାବ ଦାଖଲ କରିବାକୁ କୁହାଯାଇଥିବା ସୂଚନା ମିଳିଛି।
BREAKING NEWS
- ଚିକିଟି ପିଇଓ ବିଷ ପିଇବା ମାମଲା; ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
- ଓଡିଶାବାସୀଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ଚିତା ବାଘ
- Maoists Surrender: ଅସ୍ତ୍ରଶସ୍ତ୍ର ସହ ୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ତାରିକ ରହମାନ, ସାମିଲ ହେଲେ ଭାରତର…
- ହୋଲି ଅବସରରେ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍
- ହାତୀ ମୃତ୍ୟୁ ଘଟଣା; ବାଲିଗୁଡ଼ା ଡିଏଫଓଙ୍କୁ କାରଣ ଦର୍ଶାଅ ନୋଟିସ
- ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା, ସୁପର ଏଇଟରେ ଜିମ୍ବାୱେ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ୨.୫ କୋଟିର ସମ୍ପତ୍ତି ଜବତ ନିର୍ଦ୍ଦେଶ
- ମାର୍ଚ୍ଚରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ
- ଭାରତ ହାତରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ ଅଧିକାର ଛଡେଇ ନେଇ ପାରେ ଆଇସିସି
Comments are closed.