ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଆଜି ସୁଶାନ୍ତଙ୍କ ଅନ୍ତରଙ୍ଗ ବନ୍ଧୁ ସିଦ୍ଧାର୍ଥ ପିଟାନୀଙ୍କ ବୟାନ ରେକର୍ଡ କରିଛି ବାନ୍ଦ୍ରା ପୋଲିସ । କୁହାଯାଉଛି ସିଦ୍ଧାର୍ଥ ସୁଶାନ୍ତଙ୍କ ସହ ଆପାର୍ଟମେଣ୍ଟ ସେୟାର କରୁଥିଲେ ।
ପୂର୍ବରୁ ପୋଲିସ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରାଙ୍କ ସମେତ ଆଉ କିଛି ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ସୁଶାନ୍ତଙ୍କ ପରିବାର ଲୋକଙ୍କୁ ବି ପଚରାଉଚରା କରିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆତ୍ମହତ୍ୟାର ଖୋଳତାଡ କରୁଛ ବାନ୍ଦ୍ରା ପୋଲିସ ।
BREAKING NEWS
- ଅକ୍ଟୋବରରୁ ହ୍ୱାଟସ୍ଆପ୍ରେ ମେସେଜ୍ କଲେ ଗଣିବେ ଟଙ୍କା
- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ହେଲେ ରାୟଗଡ଼ା ପୌରାଧ୍ୟକ୍ଷ ଓ କାଉନସିଲର
- ଛକା ମାରିବାରେ କୋହଲିଙ୍କ ପ୍ରଥମ ପସନ୍ଦ ୪୭ ବର୍ଷୀୟ କ୍ରିସ ଗେଲ
- କଟକରେ ନକଲି ପନିର କାରବାର: ୧୧ ଜଣଙ୍କ ନାମରେ ଏତଲା, ତଦନ୍ତ ଜୋରଦାର
- ସୁପୋଷିତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ: ଗ୍ରାଜୁଏସନ୍ ସରିଲେ ଝିଅମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା
- ଖୁଚୁରା ମୂଲ୍ୟ ଅପେକ୍ଷା MRP ୧୬% ଅଧିକ, ସୁପ୍ରିମକୋର୍ଟ ପଚାରିଲେ ଔଷଧ ଦରରେ ତାରତମ୍ୟ କାହିଁକି?
- ରେଭେନ୍ସାରେ ପୁଣି ରାଗିଂ ଅଭିଯୋଗ: ଅନ୍ଲାଇନ୍ ଗେମ୍କୁ କେନ୍ଦ୍ର କରି ଜୁନିୟରଙ୍କୁ ହଇରାଣ କଲେ ସିନିୟର ଛାତ୍ର
- ଓଡ଼ିଶାରେ ସ୍କୁଲ ବହି ଛପା ଦୁର୍ନୀତି: ରାଜ୍ୟ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ତଲବ କଲେ ପିଏମ୍ଓ
- ଏସିଆନ୍ ଗେମ୍ସ ୨୦୨୬: ବର୍ଷା ଯୋଗୁଁ କ୍ରିକେଟ୍ କ୍ୱାଟରଫାଇନାଲ୍ ରଦ୍ଦ
- କେନ୍ଦ୍ର ସରକାରଙ୍କ ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଓ ପୁରୀ

Comments are closed.