ଭୁବନେଶ୍ୱର: ପୁରୀ ସହରର କିଛି ଅଂଶରେ କର୍ଫ୍ୟୁ ବଳବତ୍ତର ଥିବାରୁ ପୁରୀ ପରିଦର୍ଶନ ନକରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଶା ଡିଜିପି ଅଭୟ ।
ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିବା ଲାଗି କୌଣସି ଭକ୍ତଙ୍କୁ ଅନୁମତି ଦିଆଯାଇନାହିଁ ।
However in view of curfew in part of Puri, all are requested to avoid going to Puri today. It is again reiterated that Darshan of Trinity for devotees is NOT allowed. https://t.co/Eu2doyYkPn
— DGP, Odisha (@DGPOdisha) June 24, 2020
ଅଧିକ ପଢନ୍ତୁ- ଆଜି ଶ୍ରୀଜୀଉଙ୍କ ଆଡପ ମଣ୍ଡପ ବିଜେ
Comments are closed.