Latest Odisha News

BREAKING NEWS

କରୋନା ସଂକ୍ରମଣରେ ଆରଟିଓ କର୍ମଚାରୀ ମୃତ

ବ୍ରହ୍ମପୁର: କରୋନା ସଂକ୍ରମଣରେ ଜଣେ ଆରଟିଓ ଅଧିକାରୀ ମୃତ୍ୟୁ ବରଣ କରିଥିବା ନେଇ ଶୁକ୍ରବାର ଦିନ ଗଞ୍ଜାମ ପ୍ରଶାସନ ସୂଚନା ଦେଇଛନ୍ତି ।

ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଗଞ୍ଜାମ ଆରଟିଓ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମୃତ୍ୟୁ ବରଣ କରିଥିବା ଆରଟିଓ ଅଧିକାରୀ ଜଣକ ହେଉଛନ୍ତି ଆରଟିଓ ଅଫିସର ୪ର୍ଥ ଶ୍ରେଣୀ କର୍ମଚାରୀ ଭି.ଦେବରାଜ ରେଡ୍ଡୀ । ଯିଏକି ଜଉନପୁର ଓ ବ୍ରହ୍ମପୁର ରେଲୱେ ଷ୍ଟେସନରେ ନିୟୋଜିତ ରହିଥିଲେ ।

Leave A Reply

Your email address will not be published.