ନା ଥିଲା ଘୃଣାଭାବ ନା ଥିଲା ବିଦ୍ୱେଷ । ତଥାପି ମୃତ ବାପାକୁ ମୁଖାଗ୍ନି ଦେଇପାରିନଥିଲା ଅଭାଗା ପୁଅ । କରୋନା ଆଶଙ୍କାରେ ଅନୁଗୁଳର କଳମଛୁଇଁ ଗାଁର ଜଣେ ବ୍ୟକ୍ତି ନିଜ ଶେଷ ସମୟରେ ଏକାକି ହୋଇପଡିଥିଲେ । ସୁରେଶ ନାମକ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ ପାଖକୁ ଯିବାଲାଗି ସାହାସ ଜୁଟାଇପାରିନଥିଲେ । ଶେଷରେ ମୃତ ସୁରେଶ ସାହୁଙ୍କୁ ମୁକ୍ତି ଦେଇଥିଲେ ବିଜୁ ଯୁବ ବାହିନୀ ।
BREAKING NEWS
- ଯଶସ୍ୱୀଙ୍କ ଶତକ ଆଗରେ ଫିକା ପଡିଲା ଶାହୀଦଙ୍କ ଇନିଂସ: ଭାରତର କ୍ଲିନ ସୁଇପ
- ଟିଏମ୍ସିରେ ମହାଭାରତ: ଫ୍ରିଜ୍ ହେଲା ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟ
- ଖାଇବର ପାଖତୁନଖ୍ୱାରେ ବଡ଼ ଧରଣର ବୋମା ବିସ୍ଫୋରଣ; ୭ ମୃତ, ଅନେକ ଆହତ
- ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ମାହୋଲ: ପୁଣି ହର୍ମୁଜ ବନ୍ଦ କଲା ଇରାନ, ଆମେରିକା ସହ ଚୁକ୍ତି ଭାଙ୍ଗିବା ନେଇ ଦେଲା ଚେତାବନୀ
- ପର୍ଯ୍ୟଟକଙ୍କ ପାଇଁ ବିହାର ସରକାରଙ୍କ ବଡ଼ ଅଫର: ଲଦାଖ ବୁଲିବା ଖର୍ଚ୍ଚରୁ ୫୦ ପ୍ରତିଶତ ବହନ କରିବେ ସରକାର, ଜାଣନ୍ତୁ କେମିତି ମିଳିବ ସୁବିଧା
- Amit Shah Vows To Expel Infiltrators: “ଏହା କୌଣସି ଧର୍ମଶାଳା ନୁହେଁ; ଏଠାରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହିଁ ଏହି ଦେଶରେ ରହିବେ”
- ‘ପଶ୍ଚିମବଙ୍ଗରେ ପରିବର୍ତ୍ତନର ନୂଆ ପବନ ବହୁଛି’, ବିଭିନ୍ନ ପ୍ରକଳ୍ପର ଭେଟି ଦେଇ ମମତାଙ୍କୁ ଘେରିଲେ ପ୍ରଧାନମନ୍ତ୍ରୀ ମୋଦି
- ଏଆଇଏଫଏଫର ନାମ ବଦଳି ହେବ କି ଏଫଏଫବି
- ପିଲା ଚୋର ଗୁଜବରୁ ଭୟାବହ ଭିଡ଼ ହିଂସା: ରାୟଗଡ଼ାରେ ଏନ୍ଜିଓ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ, ଓଡ଼ିଶା ରାଜନୀତିରେ ନିଆଁ
- ବ୍ଲଡ୍ ବ୍ୟାଙ୍କ ବନ୍ଦ, ମିଳିଲାନି ରକ୍ତ: ୫୦ କିଲୋମିଟର ଦୂର ଭବାନୀପାଟଣା ଗଲା ବେଳେ ବାଟରେ ଆଖି ବୁଜିଲା ୫ ବର୍ଷର ଶିଶୁ

Comments are closed.