Latest Odisha News

BREAKING NEWS

Browsing Tag

last rites

ବାହାନଗା ଟ୍ରେନ୍ ଦୁର୍ଘଟଣା, ମୃତଦେହର ଦାବିଦାର ନ ଆସିଲେ ବୈଜ୍ଞାନିକ ପଦ୍ଧତିରେ ହେବ ଶବ ସତ୍କାର

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଇତି ମଧ୍ୟରେ ୨୦୦ରୁ ଅଧିକ ମୃତଦେହକୁ ପ୍ରଶାସନ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି । ତଥାପି ଏବେ ବି ଭୁବନେଶ୍ୱର ଏମ୍ସରେ ରହିଛି ଆଉ ୮୧ଟି ମୃତଦେହ । ୮ ଦିନ ଧରି ମୃତଦେହ ଗୁଡ଼ିକୁ ସଂରକ୍ଷିତ ରଖା…

ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ

କଟକ: ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ । ଗାର୍ଡ ଅଫ୍ ଅନର ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଗତକାଲି ସୂଚନା ଦେଇଥିଲେ । କଟକ ଗୋରାକବରସ୍ଥିତ ଚର୍ଚ୍ଚରେ ତାଙ୍କର ଅନ୍ତିମ ସଂସ୍କାର ହେବ । କଟକସ୍ଥିତ…

ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକୁ ଯିବାବେଳେ ଦୁର୍ଘଟଣା, ୮ ଆହତ

ବାଲିଗୁଡ଼ା: ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଯୋଗ ଦେବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବାରୁ ୮ ଜଣ ଆହତ । ସମସ୍ତ ଆହତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବୁଡ଼ାଗୁଡ଼ା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ

କଟକ : ପଞ୍ଚମହାଭୂତରେ ବିଲୀନ ହେଲେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓ । କାଳିଆବୋଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ବହୁ ମାନ୍ୟଗଣ୍ୟ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ…

ପଞ୍ଚଭୂତରେ ଲୀନ ହେଲେ ସୁଶୀଳା ଦେବୀ

ପୁରୀ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରଠାରେ ଶେଷ ହୋଇଛି । ସାନପୁଅ ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ…

ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର

ପାଟଣା: ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଦିନ ପ୍ରାୟ ୧୦ ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ପାଟନାରେ ପାର୍ଥିବ ଶରୀର ପହଞ୍ଚିବା ପରେ ଲୋକ ଜନଶକ୍ତି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ…

ଆସନ୍ତାକାଲି ନୂଆଦିଲ୍ଲୀରେ ହେବ ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ସାଢେ ୮ଟାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେବେ ପ୍ରଣବ । ଏଥି ସହ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଏହି ସମୟରେ ଦେଶର ସମସ୍ତ ସ୍ଥାନରେ…

କରୋନା ଧାରରେ କଟୁଛି ସମ୍ପର୍କର ଡୋରି !

ନା ଥିଲା ଘୃଣାଭାବ ନା ଥିଲା ବିଦ୍ୱେଷ । ତଥାପି ମୃତ ବାପାକୁ ମୁଖାଗ୍ନି ଦେଇପାରିନଥିଲା ଅଭାଗା ପୁଅ । କରୋନା ଆଶଙ୍କାରେ ଅନୁଗୁଳର କଳମଛୁଇଁ ଗାଁର ଜଣେ ବ୍ୟକ୍ତି ନିଜ ଶେଷ ସମୟରେ ଏକାକି ହୋଇପଡିଥିଲେ । ସୁରେଶ ନାମକ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ…

ପଞ୍ଚତତ୍ତ୍ୱରେ ବିଲିନ ହେବ ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ପ୍ରାୟ ୨ଟାରେ ନିଗମବୋଧ ଶ୍ମଶାନରେ ସଂପନ୍ନ କରାଯିବ । ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ବିଜେପି କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଛି । ସେଠାରେ ଅପରାହ୍ନ ୧ଟା ଯାଏଁ ଜେଟଲୀଙ୍କ…