ରାଉରକେଲା: ରାଉରକେଲାରେ ଜଣେ କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ । ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଘଟେଶ୍ବରଙ୍କ ନାଁରେ ଅଭିଯୋଗ ହୋଇଛି । ଜିଏସଟି ପକ୍ଷରୁ ଛାତ୍ରଙ୍କ ନିକଟକୁ ନୋଟିସ୍ ଆସିଥିବା ଜଣାପଡିଛି ।
BREAKING NEWS
- ୪୭ ବର୍ଷ ପରେ ଏକାଠି ରଜନୀକାନ୍ତ ଓ କମଲ ହାସନ, ଧମାକା କଲା ପ୍ରୋମୋ…
- ୧୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ଟି୨୦ ସିରିଜରେ ହରାଇଲା ଭାରତ
- ଥାଇଲ୍ୟାଣ୍ଡରୁ ଉଦ୍ଧାର ହେଲେ ୪ ଓଡ଼ିଆ…
- AI ସମ୍ମିଳନୀରେ ସାର୍ଟ ଖୋଲି ହଙ୍ଗାମା; ଜେଲ୍ ଗଲେ ୪ ଅଭିଯୁକ୍ତ
- ଆମ ପୂର୍ବରୁ କେମିତି ଜାଣିଲେ; ପ୍ରେଗନାନ୍ସି ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ଅଭିନେତ୍ରୀ ସରଗୁନ୍…
- Puri Jagannath Temple: କାଳିଆ ହୁଣ୍ଡିରୁ ମିଳିଲା ୫୮ କେଜି ସୁନା; ୨୦୨୫ରେ ଏତିକି ଟଙ୍କା ସଂଗ୍ରହ…
- କୋଟିପତି ଫରେଷ୍ଟର ଗିରଫ; ୪୭୦ ଗ୍ରାମ ସୁନା ସହ ୯ ପ୍ଲଟ…
- ୨୦୨୪ ଜୁନରୁ ଏବେ ଯାଏଁ ଶ୍ରୀମନ୍ଦିର ଉପରେ ଉଡ଼ିଛି ୧୦ ଥର ଡ୍ରୋନ୍
- ମୋଦି ଆମକୁ ଲୁଟୁଥିଲେ; ଟାରିଫ ବିବାଦ ମଧ୍ୟରେ ଏଭଳି କହିଲେ ଟ୍ରମ୍ପ…
- ସାଢ଼େ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
Comments are closed.