Latest Odisha News

BREAKING NEWS

ରହସ୍ୟମୟ କୁମ୍ଭୀର ଭବ୍ୟା

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ଅସମ୍ଭବକୁ ସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି । ଯେଉଁ ରହସ୍ୟ ଭେଦ କରିବା ଆମ ପକ୍ଷେ ସମ୍ଭବ ହୋଇପାରିନି । ଏମିତି କିଛି ରହସ୍ୟମୟ ଘଟଣା ଦେଖିବା କେରଳର ପଦ୍ମନାଭ ସ୍ୱାମୀ ମନ୍ଦିରରେ । ଯେଉଁଠି ବର୍ଷ ବର୍ଷ ଧରି ଗୋଟିଏ ଶାକାହାରୀ କୁମ୍ଭୀର ରହି ଆସୁଛି । ଆଉ ସେହି କୁମ୍ଭୀରକୁ ନେଇ ଦେଖିବା ରହସ୍ୟର ଏହି ରିପୋର୍ଟ ‘ଶାକାହାରୀ ଭବ୍ୟା’

Leave A Reply

Your email address will not be published.