ପୁରୀ: ପିତୃପକ୍ଷ ବା ଅପରପକ୍ଷକୁ ନିଷ୍ଠାର ସହ ପାଳନ କଲେ ପିତାଙ୍କ ଆତ୍ମଙ୍କୁ ଶାନ୍ତି ଏବଂ ତାଙ୍କଠାରୁ ଆର୍ଶୀବାଦ ମିଳିଥାଏ । ଏହି ସମୟରେ ଗରିବଙ୍କ ଦାନ କରିବା ଏବଂ ଲୋକଙ୍କୁ ସାହାଯ୍ୟ କଲେ ଭଲ ଫଳ ମିଳିଥାଏ । ଯଦି ଏହି ୧୫ ଦିନ ମଧ୍ୟରେ ଆପଣଙ୍କ ସ୍ୱପ୍ନରେ ପରିଜନ ଦେଖା ଦିଅନ୍ତି ତାହାହେଲେ କଣ ଫଳ ମିଳିଥାଏ ଆସନ୍ତୁ ଜାଣିବା ।
ସ୍ୱପ୍ନରେ ମୃତ ପରିଜନଙ୍କୁ କଷ୍ଟ ପାଉଥିବା ଓ ରୋଗଗ୍ରସ୍ଥ ଦେଖିବା: ପିତୃପକ୍ଷ ସମୟରେ ସ୍ୱପ୍ନରେ ମୃତ ପରିଜନଙ୍କୁ କଷ୍ଟ ପାଉଥିବା ଓ ରୋଗଗ୍ରସ୍ଥ ଦେଖିବାର ମାନେ ତାଙ୍କ ଆତ୍ମାଙ୍କୁ ଶାନ୍ତି ମିଳିନି । ଏଥିପାଇଁ ଆପଣଙ୍କୁ ଆବଶ୍ୟପ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଯାହା ଫଳରେ ଆତ୍ମା ଶାନ୍ତି ପାଇବ ।
ସୁସ୍ଥ ଓ ଖୁସି ଦେଖିବା : ଏହା ହେଲେ ଆପଣଙ୍କ ମୃତକ ପରିଜନଙ୍କ ଆତ୍ମା ଶାନ୍ତିରେ ଅଛି । ତାଙ୍କୁ ବାରମ୍ବାର ମନେ ପକାଇ ବ୍ୟତିବ୍ୟସ୍ତ କରାଇବା ଆବଶ୍ୟକ ନୁହେଁ । ସେ ଶାନ୍ତିରେ ଅଛନ୍ତି ମାନେ ଆପଣଙ୍କୁ ଭଲ ଫଳ ମିଳିବ ।
ଜୀବିତ ବ୍ୟକ୍ତିଙ୍କୁ ମୃତ ଦେଖିବା: ସ୍ୱପ୍ନରେ ଜୀବିତ ବ୍ୟକ୍ତିଙ୍କୁ ମୃତ ଦେଖିଲେ ତାଙ୍କର ଆୟୁ ବଢ଼ିଥାଏ । ସବୁଠାରୁ ବଡ କଥା ଯିଏ ଦୁନିଆ ଛାଡି ଯାଇଛି ତାଙ୍କ ବିଷୟରେ କମ୍ ଚିନ୍ତା କରିଲେ ଭଲ ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.