Latest Odisha News

ତଡପ ଫିଲ୍ମ ନେଇ ବଢ଼ିଛି ଦର୍ଶକଙ୍କ ଉତ୍କଣ୍ଠା, ଉତ୍ସାହଜନକ ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁତ୍ର ଅହାନ ଏବଂ ତାରା ସୁତାରିୟାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ତଡପ ଡିସେମ୍ବର ୩ରେ ରିଲିଜ ହେବ । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ଉତ୍କଣ୍ଠା ରହିଥିବା ଜଣାପଡିଛି । ମଙ୍ଗଳବାର ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଏହାର ଆଡଭାନ୍ସ ବୁକିଂ ଉତ୍ସାହଜନକ ରହିଛି । ଫଳରେ ବକ୍ସ ଅଫିସରେ ଏହାର ଓପନିଂ ଭଲ ରହିବ ।

ଏପରିକି ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ତୁଳନାରେ ଏହାର ଆଡଭାନ୍ସ ବୁକିଂ ଭଲ ରହିଛି । ମିଲନ ଲୁଥରିୟା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ରଜତ ଆରୋରା କାହାଣୀ ଲେଖିଛନ୍ତି ।

Leave A Reply

Your email address will not be published.