Latest Odisha News

BREAKING NEWS

ବହୁତ କଷ୍ଟରେ ମାସ୍କର ହିନ୍ଦୀ ଅର୍ଥ ଖୋଜିପାଇଲେ ଅମିତାଭ, ଆସନ୍ତୁ ଜାଣିବା ଏହାର ଅର୍ଥ

ମୁମ୍ବାଇ: କରୋନା ଭାଇରସ ପରେ ମାସ୍କର ଚାହିଦା ବଢ଼ିଯାଇଛି । ସବୁ ସ୍ଥାନରେ ଏବେ ଏହି ଶବ୍ଦ ଏବେ ବ୍ୟବହାର ହେଉଛି । ବଲିଉଡର ସବୁଠାରୁ ଲୋକପ୍ରିୟ ତାରକା ଅମିତାଭ ବଚ୍ଚନ ଏହାର ହିନ୍ଦୀ ଅର୍ଥ ଜାଣିବା ପାଇଁ ଉଦ୍ୟମ କରିଥିଲେ । ବୁଧବାର ସେ ଏହାର ଅର୍ଥ ପାଇବା ପରେ ଖୁସିରେ ସୋସିଆଲ ସାଇଟରେ ନିଜ ଭାବ ବ୍ୟକ୍ତ କରିଥିଲେ । ଶେଷରେ ମାସ୍କର ଅର୍ଥ ପାଇଲି ଆପଣମାନେ ବି ଏହାର ଅର୍ଥ ଜାଣନ୍ତୁ ବୋଲି ସେ କହିଥିଲେ ।

ଏହାର ଅର୍ଥ ହେଲା “ନାସିକାମୁଖସଂରକ୍ଷକ କୀଟାଣୁରୋଧକ ବାୟୁଛାନକ ବସ୍ତ୍ରଡୋରିଯୁକ୍ତପଟ୍ଟିକା’ । ସୋସିଆଲ ସାଇଟରେ ମାସ୍କର ଅର୍ଥ ଜାଣିବା ପରେ ବହୁତ ପ୍ରଶଂସକ ବ୍ୟସ୍ତ ବିବତ୍ର ହୋଇ ପଡିଥିଲେ । ତେବେ ଏହା ପରୋକ୍ଷରେ ସମସ୍ତଙ୍କୁ ମଜାର ଖୋରାକ ଯୋଗାଇଥ ôଲା ।

Leave A Reply

Your email address will not be published.