Latest Odisha News

BREAKING NEWS

୨୨ ବର୍ଷର କଳା କାହାଣୀକୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଅଞ୍ଜନା ମିଶ୍ର

ଭୁବନେଶ୍ବର:ଗଣମାଧ୍ୟମ ଆଗରେ ୨୨ ବର୍ଷର କଳା କାହାଣୀକୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଅଞ୍ଜନା ମିଶ୍ର । ସେ କହିଛନ୍ତି ୨୨ ବର୍ଷ ହେବ ମୁଁ ମରି ମରି ବଞ୍ଚିଛି । ଘରେ ପାଟି ଚୁପ କରି ବସିବା ପାଇଁ ଧମକ ଦିଆଯାଇଛି । ମୋତେ ଓ ମୋ ଘର ଉପରକୁ ବାରମ୍ବାର ଆକ୍ରମଣ କରାଯାଇଛି । ମୁଁ କେସ ଫାଇଲ କରିବାରୁ କିଛି ନିର୍ଦ୍ଧିଷ୍ଟ ଦଳର ଲୋକେ ମୋତେ ଟାର୍ଗେଟ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୋଲିସ ପ୍ରଶାସନଙ୍କ ଧନ୍ୟବାଦ ଦେବା ସହ ଅଭିଯୁକ୍ତକୁ ଫାଶୀ ନଚେତ ଆଜୀବନ ଜେଲ ଦଣ୍ଡ ଦିଆଯାଉ ବୋଲି ଅଞ୍ଜନା  କହିଛନ୍ତି ।

Leave A Reply

Your email address will not be published.