Latest Odisha News

BREAKING NEWS

ନନ୍ଦନକାନନରେ ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଆଜି ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି ।

ଗତ ବର୍ଷ ଅକ୍ଟୋବରରେ ଚେନ୍ନାଇ ଚିଡିଆଖାନାରୁ ୮ଟି ହଳଦିଆ ଆନାକୋଣ୍ଡା ଆସିଥିବା ବେଳେ ସେ ମଧ୍ୟରୁ ଏ ଯାଏଁ ତିନିଟିର ମୃତ୍ୟୁ ହୋଇସାରିଛି ।

Leave A Reply

Your email address will not be published.