Latest Odisha News

ଜମ୍ମୁ-କଶ୍ମୀରରେ ସରକାରଙ୍କ ନିର୍ଦ୍ଦେଶ: ସୁରକ୍ଷାବଳ ପାଇଁ ସ୍କୁଲ ଖାଲି କର

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସରକାରଙ୍କ ଏକ ନିର୍ଦ୍ଦେଶ ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ରିପୋର୍ଟ ମୁତାବକ କେନ୍ଦ୍ର ସରକାର ୨ ମାସ ପାଇଁ ଏଲପିଜି ସିଲିଣ୍ଡର ଷ୍ଟକ ରଖିବା ସହ ସୁରକ୍ଷାବଳ ପାଇଁ ସ୍କୁଲ ଖାଲି କରିବାକୁ କହିଛନ୍ତି । ଭାରତ-ଚୀନ ସଂଘର୍ଷ ସମୟରେ ସରକାରଙ୍କ ଏହି ନିର୍ଦ୍ଦେଶ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

କଶ୍ମୀରର ଗ୍ୱାଦର ଅଂଚଳ ଲଦାଖର କାର୍ଗିଲକୁ ଲାଗି ରହିଛି । ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟୁଇଟ କରି କହିଛନ୍ତି ସରକାର କେଉଁ କାରଣ ନେଇ ଏହି ନିର୍ଦ୍ଦେଶ ଦେଇଛନ୍ତି ତାହା ସ୍ପଷ୍ଟ କରି ନ ଥିବାରୁ କଶ୍ମୀରରେ ଆତଙ୍କ ସୃଷ୍ଟି ହୋଇଛି୧

Leave A Reply

Your email address will not be published.