Latest Odisha News

BREAKING NEWS

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ଼

ନୂଆପଡ଼ା : ନୂଆପଡ଼ାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ଼ । କୋମନା ଥାନା ଉଦ୍ୟାନବନ୍ଧ ଗାଁ ନିକଟରେ ଥିବ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ । ଛୁରାମାଡ଼ରେ ୨ ଜଣ କର୍ମଚାରୀଙ୍କ ଗୁରୁତର ଅଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କୋମନା ମେଡିକାଲେ ଭର୍ତ୍ତି କରାଯାଇଛି । ଛୁରାମାଡ଼ ପରେ ୨ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ, ପୋଲିସ ଘଟଣାର ଛାନଭିନ୍ କରୁଛି ।

Leave A Reply

Your email address will not be published.