Latest Odisha News

BREAKING NEWS

ଲକଡାଉନ ନିୟମ ପାଳନ କରିବାକୁ କହିବାରୁ ପୋଲିସ ଉପରେ ଆକ୍ରମଣ

କନୌଜ:ଉତରପ୍ରଦେଶର କନୌଜ ଅଂଚଳରେ ପୁନର୍ବାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କାପୁରଷପଣିଆ ସମ୍ମୁଖକୁ ଆସିଛି । ସ୍ଥାନୀୟ ଏକ ଛାତ ଉପରେ ଏକତ୍ର ନମାଜ ପଢ଼ୁଥିବା ବେଳେ ପୋଲିସ ସୋସିଆଲ ଡିଷ୍ଟାସିଙ୍ଗ ପାଳନ କରିବା ପାଇଁ କହିଥିଲା । ମାତ୍ର ଏଥିରେ ସେମାନେ ଉତ୍ୟକ୍ତ ହୋଇ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏଥିରେ ୬ ପୋଲିସକର୍ମୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଅଧିକ ପୋଲିସ କର୍ମୀ ପହଂଚିବା ଫଳରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିଥିଲା ।

ପୋଲିସ ଡ୍ରୋନ କ୍ୟାମେରା ଜରିଆରେ ଚିହତନଟ କରି କେତେକ ଦୁର୍ବୃତକୁ ଗିରଫ କରିପାରିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ ନିୟମ ଲାଗୁ କରାଯାଇଛି । ଭିଡ ନ ହେବା ପାଇଁ ଦେଶର ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରି ଦିଆଯାଇଛି ।

Leave A Reply

Your email address will not be published.