Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ କ୍ରିକେଟ : ଭାରତ ସମ୍ମୁଖରେ ୧୮୫ ରନର ବିଶାଳ ଲକ୍ଷ୍ୟ

ମେଲବୋର୍ଣ୍ଣ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୧୮୫ ରନର ବିଶାଳ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ନିର୍ଦ୍ଧାରିତ ଓଭରରେ ଘରୋଇ ଦଳ ୪ ଉଇକେଟ ବିନିମୟରେ ୧୮୪ ରନ କରିଥିଲା । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା ।

ଦୁଇ ଓପନର ଆଲିସା ହୀଲେ ଓ ବେଥ ମୁନୀ ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ଉଇକେଟରେ ୧୧୫ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ହୀଲେ ୭୫ ଓ ବେଥ ମୂନୀ ୭୮ଞ୍ଚ ରନ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨ଟି, ପୁନମ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.