ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କା, ପଶ୍ଚିମବଙ୍ଗ ସୀମାରେ ଓଡ଼ିଶାର କଡ଼ା ନଜର
ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ହୋଇଛି ଓଡ଼ିଶା ପୋଲିସ। ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବାବେଳେ ସନ୍ଦିଗ୍ଧ ଗତିବିଧି ଉପରେ ବିଶେଷ ନଜର ରଖାଯାଉଛି। କାରଣ…