Latest Odisha News

BREAKING NEWS

ବିଜେଡିକୁ ବାଏ ବାଏ କହିବେ ସାଂସଦ ଦେବାଶିଷ ସାମନ୍ତରାୟ! ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର

କଟକ: ବିଜେଡି ରାଜନୀତିରେ ପୁଣି ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଜୋରଦାର ଆଲୋଚନା ଚାଲିଛି। ଦେବାଶିଷ ଏବେ ରାଜ୍ୟ ବାହାରେ ଥିବାରୁ ଏନେଇ ତାଙ୍କର କୌଣସି ସ୍ପଷ୍ଟ ପ୍ରତିକ୍ରିୟା…

ଏନକାଉଣ୍ଟର ପରେ ବି କମୁନି ଖାତିର୍: ବ୍ରହ୍ମପୁର ବିଚ୍ ରାସ୍ତା ଉପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୁଣି ଅପରାଧୀଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ଅଞ୍ଚଳରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଆକ୍ରମଣରେ ବଡ଼ବଜାର ଅଞ୍ଚଳର ମଙ୍ଗଳା ବେହେରା ଗୁରୁତର ଆହତ ହୋଇଛନ୍ତି। ସୂଚନା…

୧୧ ଦିନରେ ଚତୁର୍ଥ ଥର ବଢ଼ିଲା ତେଲ ଦର, ଭୁବନେଶ୍ୱରରେ ପେଟ୍ରୋଲ ୧୦୯ ଟଙ୍କା ପାର୍

ଭୁବନେଶ୍ୱର:  ୧୧ ଦିନରେ ପୁଣି ଚତୁର୍ଥ ଥର ବଢ଼ିଲା ତେଲ ଦର। ପେଟ୍ରୋଲ ଓ ଡିଜେଲ ଦରରେ ହଠାତ୍ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ପ୍ରତି ଲିଟର ୧୦୯ ଟଙ୍କା ୨୨ ପଇସାରେ ପହଞ୍ଚିଛି। ଗତକାଲି ଏହି ଦର ୧୦୬ ଟଙ୍କା ୨୭ ପଇସା ଥିଲା। ଅର୍ଥାତ୍ ଦିନକ…

ଟାୟାର୍ କଳା ରଙ୍ଗର କାହିଁକି ହୋଇଥାଏ? ଜାଣନ୍ତୁ ଏହା ପଛର କାରଣ

ରାସ୍ତାରେ ଯାଉଥିବା ସମୟରେ ଆପଣ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ ଗାଡ଼ିର ରଙ୍ଗ ଯାହା ବି ହୋଇଥାଉ ନା କାହିଁକି ଟାୟାର୍ କିନ୍ତୁ ସବୁବେଳେ କଳା ରଙ୍ଗର ହିଁ ହୋଇଥାଏ। କଣ ଆପଣ କେବେ ଭାବିଛନ୍ତି ଏପରି କାହିଁକି ହୁଏ? ଟାୟାରର ରଙ୍ଗ ନାଲି ଧଳା କିମ୍ବା ହଳଦିଆ କାହିଁକି ହୁଏ ନାହିଁ? ଏହା ପଛରେ କେବଳ…

ଫଲଟା ସାନି ମତଦାନ ଫଳାଫଳ ପରେ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫଲଟା ବିଧାନସଭା ଆସନରେ ସାନି ମତଦାନ ବା ରିପୋଲିଂ ଫଳାଫଳ ଆସିବା ପରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ କେନ୍ଦ୍ର ନିର୍ବାଚନ କମିଶନଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତାକୁ ନେଇ…

ଦିନକୁ ଥରେ ମୋବାଇଲ୍ ରିଷ୍ଟାର୍ଟ କରୁଛନ୍ତି କି? ଫୋନ୍‌କୁ ସୁସ୍ଥ ରଖିବାରେ ଏହି ଛୋଟ ଅଭ୍ୟାସ ବଡ଼ ଲାଭ ଦେବ

ଆଜିକାଲି ସ୍ମାର୍ଟଫୋନ୍ ଆମ ଦୈନନ୍ଦିନ ଜୀବନର ସବୁଠୁ ଜରୁରୀ ଜିନିଷ ହୋଇଯାଇଛି। ସକାଳର ଆଲାର୍ମରୁ ଆରମ୍ଭ କରି ରାତିର ଶେଷ ଚାଟ୍ ପର୍ଯ୍ୟନ୍ତ, ପ୍ରାୟ ସବୁ କାମ ଫୋନ୍‌ରେ ହେଉଛି। କିନ୍ତୁ ଲଗାତାର ବ୍ୟବହାର ଯୋଗୁଁ ଫୋନ୍ ଧୀରେ ଚାଲିବା, ହ୍ୟାଙ୍ଗ୍ ହେବା, ଆପ୍ ଖୋଲିବାରେ ସମୟ ନେବା ଏବଂ…

ବ୍ୟବସ୍ଥାର ବିକଳ ଚିତ୍ର; କେନ୍ଦୁଝରର ଜିତୁ ମୁଣ୍ଡା ଘଟଣାର ପୁନାରୁବୃତି! ପେନସନ୍ ଟଙ୍କା ପାଇଁ ଶାଶୂଙ୍କୁ ପିଠିରେ…

ରାୟପୁର: ନିକଟରେ କେନ୍ଦୁଝର ଜିତୁ ମୁଣ୍ଡା କିପରି କଙ୍କାଳ ବୋହି ନେଇ ତାଙ୍କ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ। ଯାହା ବ୍ୟବସ୍ଥାର ବିକଳ ଚିତ୍ରକୁ ଦର୍ଶାଇଥିଲା। ଏବେ ସେହିପରି ଏକ ଘଟଣା ପଡ଼ୋଶୀ ରାଜ୍ୟ ଛତିଶଗଡକୁ ଆସିଛି। ଘରେ ଘରେ ସରକାରୀ…

ଅତ୍ୟଧିକ ଏସି ବ୍ୟବହାର ଯୋଗୁଁ ବିଗିଡ଼ିଲାଣି ସ୍ଥିତି: ଲୋ-ଭୋଲଟେଜ୍ ସହ ଟ୍ରାନ୍ସଫର୍ମର ଓଭରଲୋଡ୍, ଲୋକେ କଲବଲ

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରବଳ ଖରା ଓ ଅସହ୍ୟ ଗୁଳୁଗୁଳି ଜାରି ରହିଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଏବେ ଅଧିକରୁ ଅଧିକ ଏୟାର କଣ୍ଡିସନର ଓ କୁଲର ବ୍ୟବହାର କରୁଛନ୍ତି। କିନ୍ତୁ ଏହି ଅତ୍ୟଧିକ ଏସି ବ୍ୟବହାର ଏବେ ବିଦ୍ୟୁତ୍ ବିଭାଗ ଓ ସାଧାରଣ ଲୋକଙ୍କ ପାଇଁ ଏକ ନୂଆ ମୁଣ୍ଡବିନ୍ଧା…

କ’ଣ ଟ୍ରମ୍ପଙ୍କୁ ମିଳିଲା ବଡ଼ ବିଜୟ? ୟୁରାନିୟମ୍ ଛାଡ଼ିବାକୁ ଇରାନ ରାଜି, ଜାଣନ୍ତୁ ତେହେରାନର ୪ଟି ବଡ଼ ସର୍ତ୍ତ

ୱାସିଂଟନ୍: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ମନେହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ସହ ଏକ ଶାନ୍ତି ଚୁକ୍ତି ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଚୁକ୍ତିର ସବୁଠାରୁ…

କୋଲକାତାରେ ଗର୍ଜିଲା ବୁଲଡୋଜର: ବେଆଇନ ନିର୍ମାଣ ବିରୋଧରେ ମହାନଗର ନିଗମର ଆକ୍ସନ୍

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏବେ ‘ବୁଲଡୋଜର ଆକ୍ସନ୍’କୁ ନେଇ ଜୋରଦାର ଚର୍ଚ୍ଚା। ଯେଉଁ ବୁଲଡୋଜରକୁ କେବଳ ଉତ୍ତରପ୍ରଦେଶ କିମ୍ବା ମଧ୍ୟପ୍ରଦେଶ ରାଜନୀତିରେ ବେଶି ଦେଖିବାକୁ ମିଳୁଥିଲା, ଏବେ ତାହା କୋଲକାତାର ରାସ୍ତାରେ ଗର୍ଜୁଛି। ସହରର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି…