Latest Odisha News

BREAKING NEWS

QUAD କ’ଣ? ଜାଣନ୍ତୁ କାହିଁକି ଏକାଠି ହୋଇଛନ୍ତି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ

ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ ‘କ୍ଵାଡ୍’ (Quad) ବର୍ତ୍ତମାନ ବିଶ୍ୱ ସ୍ତରରେ ଏକ ଶକ୍ତିଶାଳୀ ରଣନୀତିକ ଗୋଷ୍ଠୀ ଭାବେ ଉଭା ହୋଇଛି। ବିଶେଷ କରି ହିନ୍ଦ-ପ୍ରଶାନ୍ତ (ଇଣ୍ଡୋ-ପାସିଫିକ୍) ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ଏହି ଚାରି…

CBSE ମୂଲ୍ୟାୟନରେ ଗଡ଼ବଡ଼, ଦୁଇ ଛାତ୍ରଙ୍କ ମାର୍କ ସଂଶୋଧନ କରିବ ବୋର୍ଡ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତା ମୂଲ୍ୟାୟନକୁ ନେଇ ବଡ଼ ଗଡ଼ବଡ଼ ସାମ୍ନାକୁ ଆସିଛି। ଫିଜିକ୍ସ ଓ କେମିଷ୍ଟ୍ରି ଉତ୍ତରଖାତା ସମ୍ପର୍କିତ ଦୁଇଟି ଅଭିଯୋଗରେ ତ୍ରୁଟି ଥିବା କଥା ସିବିଏସଇ ସ୍ୱୀକାର କରିଛି। ବୋର୍ଡ କହିଛି, ଯେଉଁ ଦୁଇ ମାମଲାରେ ଗଡ଼ବଡ଼ ମିଳିଛି,…

ଅସୁସ୍ଥତା ପରେ ପ୍ରଥମଥର ମୁହଁ ଖୋଲିଲେ ପ୍ରେମାନନ୍ଦ ମହାରାଜ, ଭକ୍ତଙ୍କୁ ଦେଲେ ଗୁରୁମନ୍ତ୍ର

ବୃନ୍ଦାବନ: ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଗତ କିଛି ଦିନ ଧରି ଏକାନ୍ତବାସରେ ଥିବା ସନ୍ଥ ପ୍ରେମାନନ୍ଦ ମହାରାଜ ନିଜ ଭକ୍ତମାନଙ୍କ ପାଇଁ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବା ଖବର ସାମ୍ନାକୁ ଆସିବା ପରେ ଦେଶ ବିଦେଶରେ ଥିବା ଅନୁଗାମୀମାନେ ଚିନ୍ତିତ ଥିଲେ। ଏବେ…

ଗୋଟିଏ ରାତିରେ ବ୍ରହ୍ମପୁର ପୋଲିସର ଦୁଇ ଏନକାଉଣ୍ଟର, ସୁଧିର ପାତ୍ର ହତ୍ୟା ମାମଲାର ୨ ଅଭିଯୁକ୍ତ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଗୋଟିଏ ରାତିରେ ଦୁଇଟି ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଓରଫ ବିକି ଆହତ ହୋଇଛନ୍ତି। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ରଞ୍ଜନ ଓ ସରୋଜକୁ ପୋଲିସ ବାହାର…

“ମୋଦି ବର୍ଷକ ମଧ୍ୟରେ ଯିବେ” ବୟାନ ପୁଣି ଦୋହରାଇଲେ ରାହୁଲ ଗାନ୍ଧୀ, ନିଜ ଦଳର ଭୁଲ୍ ରହିଲା କେଉଁଠି ମାନିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କରିଥିବା ନିଜ ବୟାନ ପୁଣି ଦୋହରାଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଦିଲ୍ଲୀରେ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଏକ ବୈଠକରେ ରାହୁଲ କହିଛନ୍ତି ଯେ, “ମୋଦି ଜି ବର୍ଷକ ମଧ୍ୟରେ ଯିବାକୁ ଯାଉଛନ୍ତି।” ଏହି ବୟାନକୁ ନେଇ…

ପେଟ୍ରୋଲ ପମ୍ପରେ ଭୁଜାଲି ଆକ୍ରମଣ, କର୍ମଚାରୀ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଧାରୁଆ ଅସ୍ତ୍ରରେ ଆତଙ୍କ ଦେଖିବାକୁ ମିଳିଛି। ଭୁବନେଶ୍ୱର ନିକଟ ଜଟେଣୀ ଛକ ପେଟ୍ରୋଲ ପମ୍ପରେ କିଛି ଦୁର୍ବୃତ୍ତ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ସଂଗ୍ରାମ ଜେନା…

ଦିଲ୍ଲୀରେ ପୁଣି ବଢ଼ିଲା ସିଏନଜି ଦର, ୧୧ ଦିନରେ କିଲୋ ପିଛା ୭ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଦିଲ୍ଲୀରେ ସାଧାରଣ ଲୋକଙ୍କ ଉପରେ ଇନ୍ଧନ ଦର ବୃଦ୍ଧିର ଆଉ ଏକ ଝଟକା ପଡ଼ିଛି। ମଙ୍ଗଳବାର ସିଏନଜି ଦର ପୁଣି କିଲୋ ପିଛା ୨ ଟଙ୍କା ବଢ଼ାଯାଇଛି। ନୂଆ ଦର ସକାଳ ୬ଟାରୁ ଲାଗୁ ହୋଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜି କିଲୋ ପିଛା ୮୩ ଟଙ୍କା ୦୯ ପଇସାରେ…

‘ଡନ୍ ୩’ ଛାଡ଼ିବା ପରେ ରଣବୀର ସିଂହଙ୍କୁ ଝଟକା, ୪୫ କୋଟି କ୍ଷତିକୁ ନେଇ ବଢ଼ିଲା ବିବାଦ

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ଓ ଫିଲ୍ମ ନିର୍ମାତା ଫରହାନ୍ ଅଖତରଙ୍କ ମଧ୍ୟରେ ‘ଡନ୍ ୩’କୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି। ଫିଲ୍ମର ଶୁଟିଂ ଆରମ୍ଭ ହେବାର ମାତ୍ର ୩ ସପ୍ତାହ ପୂର୍ବରୁ ରଣବୀର ଏହି ପ୍ରୋଜେକ୍ଟରୁ ହଟିଯାଇଥିବା ନେଇ ଫିଲ୍ମ ନିର୍ମାତା ଅଭିଯୋଗ କରିଛନ୍ତି। ଏହା ଫଳରେ…

ଦେବାଶିଷଙ୍କ ଇସ୍ତଫା ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା; ‘ସେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ପଦ…

ଭୁବନେଶ୍ୱର: ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି। ଦେବାଶିଷ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିବା ବେଳେ, ତାଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ବିଜେପିରେ ସେ ଯୋଗ…

ରାଜ୍ୟସଭା ସାଂସଦ ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ବଢ଼ିଲା

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ପ୍ରଦାନ କରିଛନ୍ତି। ଏହି ଇସ୍ତଫା ପରେ ଦେବାଶିଷ ସାମନ୍ତରାୟଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ତୀବ୍ର…