Latest Odisha News

BREAKING NEWS

ସମ୍ପତ୍ତି ତାଲିକାରେ ‘ସାୟନୀ ଘୋଷ’ଙ୍କ ନାଁକୁ ନେଇ ଚର୍ଚ୍ଚା, ଟିଏମସି ସାଂସଦ ଦେଲେ ସ୍ପଷ୍ଟୀକରଣ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି। ଗୋଟିଏ ପଟେ ବେଆଇନ ନିର୍ମାଣକୁ ନେଇ କୋଲକାତା ମହାନଗର ନିଗମର ବୁଲଡୋଜର ନୋଟିସ୍, ଆଉ ଅନ୍ୟପଟେ ବିଜେପି ପକ୍ଷରୁ ଜାରି ହୋଇଥିବା ଏକ ଲମ୍ବା ସମ୍ପତ୍ତି ତାଲିକା। ଏସବୁକୁ ନେଇ ଏବେ ଟିଏମସିର ସେକେଣ୍ଡ-ଇନ୍-କମାଣ୍ଡ ତଥା ସାଂସଦ…

ଧାନ କିଣାରେ ଅବହେଳା ପାଇଁ ବର୍ଷିଲେ ଯୋଗାଣ ବିଭାଗ ସଚିବ ସଞ୍ଜୟ ସିଂ

ଭୁବନେଶ୍ୱର: ଧାନ କିଣା ପ୍ରକ୍ରିୟାରେ କୌଣସି ପ୍ରକାର ଖାମଖିଆଲି ମନୋଭାବ କିମ୍ବା ନିୟମ ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସଚିବାଳୟରେ ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା ସମୀକ୍ଷା ବୈଠକରେ ଅଫିସରମାନଙ୍କୁ ସିଧାସଳଖ ନାଲି ଆଖି ଦେଖାଇଛନ୍ତି ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ: ପୁଣି ଇତିହାସ ରଚିଲେ ଛାତ୍ରୀ, ସବୁ ବିଭାଗରେ କଲେ କମାଲ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଫଳ। ଗୋଟିଏ ଦିନରେ ଏକାସାଙ୍ଗରେ କଳା, ବିଜ୍ଞାନ ଓ ବାଣିଜ୍ୟ ତିନୋଟି ଯାକ ବିଭାଗର ରେଜଲ୍ଟ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷର ଫଳାଫଳ ଉପରେ ନଜର ପକାଇଲେ ଗୋଟିଏ ବଡ଼…

ଆସନ୍ତାକାଲି ୩୫ ହଜାର ମେଡିସିନ୍ ଷ୍ଟୋର୍‌ରେ ତାଲା ପଡ଼ିବ

ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ନିତ୍ୟ ବ୍ୟବହାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଔଷଧ କିଣିବାର ଅଛି, ତେବେ ଆଜି ହିଁ ଆଣିକି ରଖନ୍ତୁ। କାରଣ ଆସନ୍ତାକାଲି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବାକୁ ଯାଉଛି। କ୍ରମାଗତ ଭାବେ ବଢ଼ି ଚାଲିଥିବା ଅନ୍‌ଲାଇନ୍ ଔଷଧ ବିକ୍ରୟକୁ କଡ଼ା ବିରୋଧ କରି…

ରାଜଧାନୀ ଛାତି ଉପରେ ହରିୟାଣା ବାଉନ୍ସରଙ୍କ ଦାଦାଗିରି, ନାଛିଦେଲା ସହିଦନଗର ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ବାହାର ରାଜ୍ୟର ବାହୁବଳୀଙ୍କ ରାଜୁତି। ସହରର ଛାତି ଉପରେ ଦିନଦ୍ୱିପହରରେ ଦେଖିବାକୁ ମିଳିଛି ଫିଲ୍ମ ଷ୍ଟାଇଲ୍ ଆତଙ୍କରାଜ। ସହିଦନଗର ଥାନା ଅନ୍ତର୍ଗତ ରୂପାଲି ଛକ ନିକଟରେ ଥିବା ଅଲ୍ ଟାଇମ୍ ଫିଟନେସ୍ ଜିମ୍ ଭିତରେ ପଶି କିଛି ହରିୟାଣା ବାଉନ୍ସର ଯେଭଳି…

ରେଳ ବିଭାଗର ବଡ଼ ତ୍ରୁଟି: ଲାଇନଚ୍ୟୁତ ହେଲା ଉଜ୍ଜୈନ ଏକ୍ସପ୍ରେସର ୩ଟି ବଗି

ଡେରାଡୁନ: ଭାରତୀୟ ରେଳ ସବୁଠୁ ସୁରକ୍ଷିତ କୁହାଯାଉଥିବା ବେଳେ ଏବେ ଏହି ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡର ଋଷିକେଶ ରେଳ ଷ୍ଟେସନରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଟଳିଯାଇଛି। ସୋମବାର ରାତିରେ ଏକ ଖାଲି ଥିବା ଉଜ୍ଜୈନ-ଋଷିକେଶ ଏକ୍ସପ୍ରେସ (Ujjain…

ବ୍ରହ୍ମପୁର ମରଣାନ୍ତକ ଆକ୍ରମଣକୁ ନେଇ ଗର୍ଜିଲେ ନବୀନ, ‘ରାଜ୍ୟରେ ଚାଲିଛି ଗୁଣ୍ଡାରାଜ୍’

ଭୁବନେଶ୍ୱର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକ ଓ ମହିଳାଙ୍କୁ ନିର୍ମମ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଘଟଣାକୁ ଅମାନୁଷିକ ବୋଲି କହିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ତାଙ୍କ କଥାରେ,…

ବେଙ୍ଗଲରେ ‘ବୁଲଡୋଜର ଆକ୍ସନ୍’: ହଟିଲେ ଉଠାଦୋକାନୀ, ମାଟିରେ ମିଶିଲା ବେଆଇନ ନିର୍ମାଣ

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ପ୍ରଶାସନର କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। ରାସ୍ତାଘାଟ ଏବଂ ଫୁଟପାଥ୍‌କୁ ଜବରଦଖଲ ମୁକ୍ତ କରିବା ପାଇଁ ରାଜ୍ୟରେ ଏବେ ଜୋରଦାର 'ବୁଲଡୋଜର ଆକ୍ସନ୍' ଆରମ୍ଭ ହୋଇଛି। କୋଲକାତାର ଟପସିଆ (Topsia), ସିଆଲଦା ଏବଂ…

ଓଡ଼ିଶାରେ ସାଂଘାତିକ ତାତି: ୪୩ ଡିଗ୍ରୀ ପାର୍ କଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଉପରେ ରାଜ୍ୟର ଅନେକ ସହର

ଭୁବନେଶ୍ୱର: ଓଡ଼ିଶାରେ ତାତି ଏବେ ଅସହ୍ୟ ହେବାରେ ଲାଗିଛି। ଦିନକୁ ଦିନ ପାରଦ ଉପରକୁ ଚଢ଼ୁଥିବା ବେଳେ ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଏବେ ଗ୍ରୀଷ୍ମ ପ୍ରବାହରେ ସିଝୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର…

ମମତାଙ୍କ ଅମଳରେ କୋଣଠେସା ହୋଇଥିଲେ, ଏବେ ମିଳିଲା ବଡ଼ ଦାୟିତ୍ୱ: ଆଇପିଏସ ଦମୟନ୍ତୀ ସେନ୍‌ଙ୍କ ଦମ୍‌ଦାର କମ୍‌ବ୍ୟାକ୍

କୋଲକାତା: ସମୟ ସବୁବେଳେ ସମାନ ରହେନି। କ୍ଷମତାର ଅହଂକାର ଭିତରେ ଯେଉଁ ସତ୍ୟର ସ୍ୱରକୁ ଚପାଇ ଦିଆଯାଇଥିଲା, ଆଜି ତାହା ପୁଣି ଥରେ ମୁଣ୍ଡ ଟେକିଛି। ୨୦୧୨ ମସିହାର ବହୁ ଚର୍ଚ୍ଚିତ 'ପାର୍କ ଷ୍ଟ୍ରିଟ୍ ଗଣଦୁଷ୍କର୍ମ ମାମଲା' ଆପଣଙ୍କର ନିଶ୍ଚୟ ମନେଥିବ। ସେତେବେଳେ ଜଣେ ମହିଳା ଆଇପିଏସ୍ ଅଫିସର ନିଜ…