Latest Odisha News

BREAKING NEWS

“ମୋର ନୀରବତାକୁ ଦୁର୍ବଳତା ଭାବନ୍ତୁ ନାହିଁ, ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି”: ମହମ୍ମଦ ୟୁନୁସଙ୍କୁ ଶେଖ୍…

ନୂଆଦିଲ୍ଲୀ: "ମୋର ନୀରବତାକୁ ମୋର ଦୁର୍ବଳତା ବୋଲି ଭାବିବାର ଭୁଲ୍ କରନ୍ତୁ ନାହିଁ। ମୁଁ ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି।" ଦୀର୍ଘ ଦିନର ନୀରବତା ପରେ ନିର୍ବାସନରେ ଥାଇ ଏହିଭଳି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ଗତ ଅଗଷ୍ଟ ମାସରେ…

ବାଣୀବିହାର ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ଓ ରଡ୍‌ମାଡ଼, ୩ ଗୁରୁତର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) କ୍ୟାମ୍ପସ ପୁଣି ଥରେ ଅଶାନ୍ତ ହୋଇଛି। ହଷ୍ଟେଲ ପରିସର ଭିତରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଥିବା ଏକ ସାଂଘାତିକ ମାରପିଟ୍‌ରେ ୩ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଶିକ୍ଷାର ମନ୍ଦିର କୁହାଯାଉଥିବା କ୍ୟାମ୍ପସ ଭିତରେ ଖୋଲାଖୋଲି…

ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା: ବାଲିଅନ୍ତା ପରେ ଏବେ ବ୍ରହ୍ମପୁର, ରାସ୍ତା ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ…

ବ୍ରହ୍ମପୁର: ଓଡ଼ିଶାରେ ଏବେ ଆଇନଶୃଙ୍ଖଳା ସ୍ଥିତି କେଉଁ ସ୍ତରକୁ ଖସି ଆସିଲାଣି, ତାହାର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ପୋଲିସକୁ ଆଉ ଅପରାଧୀଙ୍କ ଭୟ ନାହିଁ। ଖାକି ବର୍ଦ୍ଦିର ଭୟ ଯେମିତି ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି…

୫ ଦିନ ଭିତରେ ଦ୍ଵିତୀୟ ଥର ବଢିଲା ପେଟ୍ରୋଲ ଦର, ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି। ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ମାତ୍ର ୫ ଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଥର, ଯେବେ ତୈଳ କମ୍ପାନୀଗୁଡ଼ିକ ଇନ୍ଧନ ଦରରେ ସଂଶୋଧନ କରି ଏହାକୁ ମହଙ୍ଗା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦେଶର…

ବାଲିଅନ୍ତା ସୋମ୍ୟ ହତ୍ୟାକାଣ୍ଡ: ଗିରଫଦାରୀ ଭୟରେ ଅଭିଯୁକ୍ତ ଫେରାର, ରାତି ଅଧିଆ ରେଡ୍‌ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୋମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆକ୍ସନ୍ ମୋଡ୍‌କୁ ଆସିଛି। ଘଟଣାରେ ଜଡିତ ସନ୍ଦେହଭାଜନ ଓ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାତି ଅଧିଆ ଚଢାଉ ଜାରି ରହିଛି। କିନ୍ତୁ ତଦନ୍ତ ଜୋରଦାର ହେବା ସହିତ ଅଭିଯୁକ୍ତମାନଙ୍କ ମଧ୍ୟରେ ଆତଙ୍କ ବଢିଛି।…

ଓଡ଼ିଶା ବିଜେପିର କୋର କମିଟି ବୈଠକ: ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କଡ଼ା ଟାସ୍କ; ସରକାରୀ ନିଯୁକ୍ତି ଏବଂ ମନ୍ତ୍ରିମଣ୍ଡଳ…

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶେଷ ହୋଇଛି ଦଳର ଅତି ଗୁରୁତ୍ୱପୂର୍ଣ୍ଣ ତଥା ହେଭିୱେଟ୍ କୋର କମିଟି ବୈଠକ। ଓଡ଼ିଶାରେ ସରକାର ଗଠନ ପରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ ଏବଂ ସରକାରଙ୍କ ପ୍ରଦର୍ଶନକୁ ନିଖୁଣ କରିବା ପାଇଁ ଏହି ବୈଠକରେ ବଡ଼ ରଣନୀତି ପ୍ରସ୍ତୁତ କରାଯାଇଛି। ବିଜେପି…

ଚୀନ୍‌ରେ ଭୂକମ୍ପର ତାଣ୍ଡବ: ଅଧରାତିରେ ଭୁଶୁଡିଲା କୋଠା

ବେଜିଂ: ଅଧାରାତିର ନିରବତା ଭିତରେ ହଠାତ୍ ଆସିଲା ମୃତ୍ୟୁର ଛାଇ। ଲୋକେ ଗଭୀର ନିଦରେ ଶୋଇଥିବା ବେଳେ ଏକ ଶକ୍ତିଶାଳୀ ଭୂକମ୍ପର ଝଟକାରେ ଥରି ଉଠିଥିଲା ସମଗ୍ର ସହର। ମାତ୍ର କିଛି ସେକେଣ୍ଡର ତାଣ୍ଡବ ଭିତରେ ତାସ୍ ଘର ଭଳି ଭୁଶୁଡ଼ି ପଡିଲା ଏକାଧିକ ବିରାଟ ଅଟ୍ଟାଳିକା। ଦକ୍ଷିଣ-ପଶ୍ଚିମ ଚୀନ୍‌ର…

ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ: ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏକ ବଡ଼ ଖବର। ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ୨୦ ତାରିଖ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ରୁ ୧ଟା ମଧ୍ୟରେ ସିଏଚ୍‌ଏସ୍‌ଇ ପରିସରରେ ଔପଚାରିକ…

ଆକ୍ସନରେ ଶୁଭେନ୍ଦୁ ସରକାର: ଟିଏମସି ନେତାଙ୍କ ସୁରକ୍ଷାରେ ବଡ଼ ଧରଣର ଛଟେଇ, କଟିବ ଅଭିଷେକ ବାନାର୍ଜୀଙ୍କ ପୋଲିସ…

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବା ମାତ୍ରେ ରାଜନୈତିକ ସମୀକରଣ ବଦଳିବା ଆରମ୍ଭ ହୋଇଯାଇଛି। ନିକଟରେ ଶପଥ ନେଇଥିବା ବିଜେପି ସରକାର ପ୍ରଥମ ଦିନରୁ ହିଁ ଆକ୍ସନ ମୋଡ୍‌ରେ ନଜର ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାର ମାତ୍ର କିଛି ଘଣ୍ଟା ପରେ, ବିଜେପି ସରକାର ରାଜ୍ୟର…

ଆକାଶରେ ନୌସେନାର ଦୁଇ ଯୁଦ୍ଧବିମାନ ଦୁର୍ଘଟଣାର ଶିକାର, ତାପରେ ଯାହା ହେଲା ଆଶ୍ଚର୍ଯ୍ୟ

ୱାଶିଂଟନ: ଆକାଶରେ ଚାଲିଥିଲା ରୋମାଞ୍ଚକର ଏୟାର ଶୋ’। ଦର୍ଶକମାନେ ଚାତକ ଭଳି ଯୁଦ୍ଧବିମାନଗୁଡ଼ିକର କୌଶଳ ଦେଖୁଥିଲେ। କିନ୍ତୁ ହଠାତ୍ ଘଟିଗଲା ଏକ ଅଭାବନୀୟ ଘଟଣା। ଆମେରିକାର ଆଇଡାହୋ (Idaho) ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ଚାଲିଥିବା ବେଳେ ଆମେରିକୀୟ ନୌସେନାର ଦୁଇଟି ଅତ୍ୟାଧୁନିକ EA-18G…