Latest Odisha News

BREAKING NEWS

ବିମାନରେ ବିଜେଡି ନେତାଙ୍କ ସାଂସଦ ପତ୍ନୀଙ୍କୁ ଚୋର ଚୋର କହି ଅପମାନ

ନୂଆଦିଲ୍ଲୀ: ବିଜୁ ଜନତା ଦଳର ନେତା ତଥା ପୂର୍ବତନ ସାଂସଦ ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ ମହୁଆ ମୋଇତ୍ରାଙ୍କ ସହ ବିମାନ ଭିତରେ ଅଭାବନୀୟ ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ସମୟରେ କିଛି ଯାତ୍ରୀ ତାଙ୍କୁ ହଇରାଣ କରିବା ସହ ଟିଏମସି ନେତା ଚୋର ଚୋର ସହ…

ମହିଳା ନେତ୍ରୀଙ୍କୁ କୁଣ୍ଢାଇବାକୁ ଚେଷ୍ଟା କଲେ ବରିଷ୍ଠ କଂଗ୍ରେସ ନେତା, ମଞ୍ଚ ଉପରେ ଦେଖିବାକୁ ମିଳିଲା ହାଇଡ୍ରାମା

ଥିରୁଅନନ୍ତପୁରମ: କେରଳ କଂଗ୍ରେସ ଭିତରେ ଏବେ ଏକ ଅଶୋଭନୀୟ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ବରିଷ୍ଠ ନେତା ସର୍ବସାଧାରଣରେ ମହିଳା ନେତ୍ରୀଙ୍କୁ ଜବରଦସ୍ତି କୁଣ୍ଢାଇବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ରାଜ୍ୟ ରାଜନୀତିରେ…

ଥାଲାପତି ବିଜୟଙ୍କ ଚେତାବନୀ; କ୍ଷମତା ପାଇଁ ଡିଏମକେ-ଏଆଇଏଡିଏମକେ ଏକାଠି ହେଲେ…

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏବେ ହାଇ-ଭୋଲଟେଜ୍ ଡ୍ରାମା ଜାରି ରହିଛି। ରାଜ୍ୟରେ କିଏ ଗଢ଼ିବ ସରକାର, ତାକୁ ନେଇ ଲାଗି ରହିଛି ସସପେନ୍ସ। ଏହାରି ଭିତରେ ଅଭିନେତାରୁ ନେତା ସାଜିଥିବା ଥାଲାପତି ବିଜୟ ଏକ ବଡ଼ ଚାଲ୍ ଖେଳିଛନ୍ତି। ଯାହା ବିରୋଧୀଙ୍କ ନିଦ ହଜାଇ ଦେଇଛି। ସୂଚନା ଅନୁସାରେ,…

୬୭ ବର୍ଷୀୟ ଅବସରପ୍ରାପ୍ତ ବୃଦ୍ଧଙ୍କ କଳା କାରନାମା: ନିଜ ଘରେ ଚଳାଇଥିଲେ ସେକ୍ସ ର‍୍ୟାକେଟ୍

ଭୁବନେଶ୍ୱର: ବୟସ ୬୭ ଛୁଇଁଲାଣି। ଚାକିରିରୁ ଅବସର ବି ନେଇସାରିଛନ୍ତି। ହେଲେ ଏ ବୟସରେ ସେ ଯାହା କରୁଥିଲେ, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ନିଜ ଘରକୁ ଦେହବ୍ୟବସାୟର ଆଡ୍ଡା ବନାଇଥିଲେ। ଆଉ ଶେଷରେ ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ବୃଦ୍ଧ। ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତି ଜଣକ…

ତାମିଲନାଡୁ ରାଜନୀତିରେ ହାଇଡ୍ରାମା: ଏତେ ସହଜରେ ବିଜୟ ହୋଇପାରିବେନି ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁରେ ନିର୍ବାଚନ ସରିଛି, ହେଲେ ରାଜନୈତିକ ଡ୍ରାମା ଏବେ ବି ଜାରି ରହିଛି। ଅଭିନେତାରୁ ନେତା ସାଜିଥିବା ଥାଲାପତି ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ବାଟରେ ବଡ଼ କଣ୍ଟା ସାଜିଛି ‘ମ୍ୟାଜିକ୍ ନମ୍ବର’। ବିଜୟଙ୍କ ଦଳ ଟିଭିକେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ସତ, କିନ୍ତୁ ସରକାର…

ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ: ଗଠନ ହେବ ସ୍ୱତନ୍ତ୍ର କର୍ପସ ଫଣ୍ଡ, ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ସଦୁପଯୋଗ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର ନିଜ ଅଧୀନକୁ ଆଣିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ 'ୟୁନିଫର୍ମ ସେଟଲମେଣ୍ଟ…

ବିଜେଡି ନେତାଙ୍କୁ ନବୀନଙ୍କ କଡ଼ା ଚେତାବନୀ: ବିଶୃଙ୍ଖଳା ସହିବ ନାହିଁ ଦଳ, ଯାଜପୁର ଗସ୍ତ ପୂର୍ବରୁ ଚେତାବନୀ

ଭୁବନେଶ୍ୱର: ସ୍ଥାନୀୟ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ଥିବା ଆଭ୍ୟନ୍ତରୀଣ କନ୍ଦଳକୁ ଦୂର କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାର ନେତାମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଦଳର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା କିମ୍ବା ଶୃଙ୍ଖଳା ଭାଙ୍ଗିଥିବା…

ଯୌନ ନିର୍ଯାତନାର ଶିକାର ପୀଡ଼ିତାଙ୍କ ପରିଚୟ ରହିବ ଗୁପ୍ତ ; ଓଡ଼ିଶା ହାଇକୋର୍ଟଙ୍କ ବଡ଼ ପଦକ୍ଷେପ

କଟକ: ଯୌନ ନିର୍ଯାତନା ମାମଲାରେ ଶିକାର ହୋଇଥିବା ବ୍ୟକ୍ତି ବା ପୀଡ଼ିତାଙ୍କ ପରିଚୟ ଯେପରି ସାର୍ବଜନୀନ ନହୁଏ, ସେଥିପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ନୂଆ ଏବଂ କଠୋର ପ୍ରୋଟୋକଲ୍ ଲାଗୁ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମାମଲାର ଶୁଣାଣି ସମୟରେ କିମ୍ବା କୋର୍ଟଙ୍କ ରାୟ ପ୍ରକାଶ…

ଛାତ ଉପରୁ ବର୍ଷିଲା ବିଡ଼ା ବିଡ଼ା ଟଙ୍କା! ଇଡି ଚଢ଼ାଉ ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ…

ମୋହାଲି: ଫିଲ୍ମ ଷ୍ଟାଇଲରେ ଇଡି (ED) ଚଢ଼ାଉ। ଆଉ ଧରାପଡ଼ିବା ଭୟରେ ଛାତ ଉପରୁ ଫିଙ୍ଗାଗଲା ବିଡ଼ା ବିଡ଼ା ଟଙ୍କା। ରାସ୍ତା ଉପରେ ଯେମିତି ଟଙ୍କାର ବର୍ଷା ହେଲା। ପଞ୍ଜାବର ମୋହାଲିରେ ଦେଖିବାକୁ ମିଳିଛି ଏଭଳି ଏକ ହାଇଡ୍ରାମା। ସୂଚନା ଅନୁସାରେ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଜଣେ ଘନିଷ୍ଠ…

ଘର ପ୍ଲାନ୍ ଆପ୍ରୁଭାଲ୍ ପାଇଁ ଆଉ ଅଫିସ୍ ଦୌଡ଼ିବେନି ଲୋକ: ୭ ଦିନରେ ମିଳିବ ମଞ୍ଜୁରୀ

ଭୁବନେଶ୍ୱର: ନିଜର ଛୋଟ ଘରଟିଏ ତିଆରି କରିବାକୁ କିଏ ବା ସ୍ୱପ୍ନ ନ ଦେଖେ! କିନ୍ତୁ ଘର ପ୍ଲାନ୍ ଆପ୍ରୁଭାଲ୍ ବା ମଞ୍ଜୁରୀ ଆଣିବା ପାଇଁ ଲୋକଙ୍କୁ ମାସ ମାସ ଧରି ଅଫିସ୍ ଦୌଡ଼ିବାକୁ ପଡ଼ୁଥିଲା। ଏବେ ଏହି ସମସ୍ୟାର ଅନ୍ତ ଘଟିବ। ରାଜ୍ୟ ସରକାର ଏନେଇ ଏକ ବଡ଼ ଓ ଐତିହାସିକ ପଦକ୍ଷେପ ନେଇଛନ୍ତି।…