ତାତିରୁ ମିଳିବ ଆଶ୍ୱସ୍ତି, ଦେଶବ୍ୟାପୀ ବର୍ଷା ଓ କୁଆପଥର ମାଡ଼ ନେଇ IMDର ଆଲର୍ଟ
ଭୁବନେଶ୍ୱର/ନୂଆଦିଲ୍ଲୀ: ଏପ୍ରିଲ୍ ମାସର ପ୍ରଚଣ୍ଡ ଖରା ଏବଂ ଲଗାତାର ଝାଞ୍ଜି ପବନରୁ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଥିବା ବେଳେ ଏବେ କାଳବୈଶାଖୀର ଭୟ ଘାରିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ତାଜା ପୂର୍ବାନୁମାନ ଅନୁଯାୟୀ, ମେ' ମାସ ଆରମ୍ଭରୁ ଦେଶର ପାଣିପାଗ…