Latest Odisha News

BREAKING NEWS

ଦାରିଦ୍ର୍ୟକୁ ପଛରେ ପକାଇ ମାଟ୍ରିକ୍‌ରେ ‘A1’ ଗ୍ରେଡ୍ ରଖିଲେ ଦିନ ମଜୁରିଆଙ୍କ ଝିଅ: ଉଚ୍ଚଶିକ୍ଷା ପାଇଁ…

ଗଜପତି: ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଓ ଅନଟନ। ଗଜପତି ଜିଲ୍ଲାର ଜଣେ ଦିନମଜୁରିଆଙ୍କ ଝିଅ ନିଜ କଠିନ ପରିଶ୍ରମ ବଳରେ ସମସ୍ତ ପ୍ରତିବନ୍ଧକକୁ ପାର୍ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବା ମାଟ୍ରିକ୍…

ହିଜବୁଲ୍ଲାର ‘ଫାଇବର୍ ଅପ୍ଟିକ୍ ଡ୍ରୋନ୍’, ଜାଣନ୍ତୁ କାହିଁକି ଏହାକୁ ଅଟକାଇ ପାରୁନି ଇସ୍ରାଏଲୀ ସେନା?

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଲାଗିରହିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ଇସ୍ରାଏଲ୍ ସେନାର ଅତ୍ୟାଧୁନିକ ରାଡାର୍ ଏବଂ ଆଣ୍ଟି-ଡ୍ରୋନ୍ ସିଷ୍ଟମକୁ ଚକ୍‌ମା ଦେବା ପାଇଁ ହିଜବୁଲ୍ଲା ଏବେ ଏକ ନୂଆ ଏବଂ ମାରାତ୍ମକ ଅସ୍ତ୍ରର ପ୍ରୟୋଗ କରୁଛି। ତାହା ହେଉଛି- 'ଫାଇବର୍…

ବଲିଉଡରେ ଏବେ ବି ଲମ୍ବିଛି ଦାଉଦ୍‌ର ଦାଦାଗିରି: ମାୟାନଗରୀ ଓ ଅଣ୍ଡରୱାର୍ଲ୍ଡର ଅନ୍ଧାରୀ ସମ୍ପର୍କର ଗୁମର

ମୁମ୍ବାଇ: ମୁମ୍ବାଇର ମାୟାନଗରୀ ବା ବଲିଉଡ୍। ବାହାରକୁ ଏହା ଯେତିକି ଚକାଚକ୍ ଦିଶେ, ଏହା ଭିତରର କାହାଣୀ ସେତିକି ଅନ୍ଧକାର। ଆଉ ଏହି ଅନ୍ଧାର ସାମ୍ରାଜ୍ୟର ସବୁଠାରୁ ବଡ଼ ନାଁ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍। ଗୋଟିଏ ସମୟ ଥିଲା ଯେତେବେଳେ ବଲିଉଡ୍‌ରେ ଦାଉଦ୍‌ର ନାଁ ଶୁଣିଲେ ବଡ଼…

ଚେନ୍ନାଇ ବିମାନବନ୍ଦରରେ ହଇଚଇ: ବିମାନର ଜରୁରୀକାଳୀନ ଗେଟ୍ ଖୋଲି ଡେଇଁପଡ଼ିଲେ ଯାତ୍ରୀ

ଚେନ୍ନାଇ: ବିମାନ ଯାତ୍ରା ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଶୁଣିବାକୁ ମିଳେ। କିନ୍ତୁ ଶୁକ୍ରବାର ଦିନ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି। ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଦ୍ୱାର (Emergency Exit) ଖୋଲି ସିଧା ତଳକୁ…

ମହଙ୍ଗା ହେଲା ଓମଫେଡ୍ କ୍ଷୀର: ଲିଟର ପିଛା ୪ ଟଙ୍କା ବଢ଼ିଲା ଦାମ୍, ଜାଣନ୍ତୁ ନୂଆ ଦର କେତେ?

ଭୁବନେଶ୍ୱର: ରାଜ୍ୟର ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖବର। ଓଡ଼ିଶାରେ ପୁଣି ମହଙ୍ଗା ହେଲା ଖୀର। ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ବା ଓମଫେଡ୍ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ପ୍ରକାରର କ୍ଷୀର ଦର ଲିଟର ପିଛା ୪ ଟଙ୍କା ବଢ଼ିଛି। ଏହି ନୂଆ…

ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଶିଖରଚଣ୍ଡୀ ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ରାତିରେ ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପରିସରରେ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ…

ଜନଗଣନା ୨୦୨୭: ଅନ୍‌ଲାଇନ୍‌ରେ କିପରି ପୂରଣ କରିବେ ଫର୍ମ? ଷ୍ଟେପ୍‌-ବାଇ-ଷ୍ଟେପ୍‌ ଜାଣନ୍ତୁ ପୂରା ପ୍ରକ୍ରିୟା

ରାଜଧାନୀ ଦିଲ୍ଲୀରେ ଜନଗଣନା ୨୦୨୭ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ମେ' ୧ ତାରିଖରୁ ମେ' ୧୫ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ନିଜେ ଅନ୍‌ଲାଇନ୍ ମାଧ୍ୟମରେ ସେଲ୍ଫ-ଏନ୍ୟୁମେରେସନ୍ ବା ନିଜର ତଥ୍ୟ ପୂରଣ କରିବାର ସୁଯୋଗ ଦିଆଯାଉଛି। ଏହି ସମୟ ମଧ୍ୟରେ ଦିଲ୍ଲୀର ସମସ୍ତ…

ଶସ୍ତା ହେବାକୁ ଯାଉଛି ପ୍ରିମିୟମ୍, ଇନସ୍ୟୁରାନ୍ସ ସେକ୍ଟରରେ ହେବ ବ୍ୟାପକ ପରିବର୍ତ୍ତନ

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବୀମା ପଲିସି କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଆଗକୁ ବୀମା ପଲିସି କରିବା ଅଧିକ ଶସ୍ତା ହେବାକୁ ଯାଉଛି। କେନ୍ଦ୍ର ସରକାର ଦେଶର ବୀମା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ବିଦେଶୀ ପ୍ରତ୍ୟକ୍ଷ…

କ୍ରସ୍-ଭୋଟିଂ ବିବାଦ: ନିଲମ୍ବିତ ବିଧାୟକଙ୍କୁ ଦିଲ୍ଲୀପ ରାୟଙ୍କ ଭେଟଘାଟ ପରେ ବଢ଼ିଲା ରାଜନୈତିକ ଉଷ୍ମତା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଶେଷ ହୋଇଯାଇଥିଲେ ହେଁ ଓଡ଼ିଶା ରାଜନୀତିରେ କ୍ରସ୍-ଭୋଟିଂ ବିବାଦ ଥମିବାର ନାଁ ନେଉନାହିଁ। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏବେ ସେହିସବୁ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟୁଛନ୍ତି, ଯେଉଁମାନେ…

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର! ଆସନ୍ତା ୪ରେ ବାଦ୍ ପଡ଼ିଥିବା ଆଉ ୧.୨୩ ଲକ୍ଷ ମହିଳାଙ୍କୁ ମିଳିବ ସହାୟତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ 'ସୁଭଦ୍ରା' ଯୋଜନାକୁ ନେଇ ଆସିଛି ଏକ ବଡ଼ ଖବର। ଯେଉଁ ଯୋଗ୍ୟ ହିତାଧିକାରୀମାନେ କୌଣସି କାରଣବଶତଃ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ଆସନ୍ତା ମେ' ୪ ତାରିଖରେ ଏହି ଆର୍ଥିକ ସହାୟତା ପ୍ରଦାନ…