Latest Odisha News

BREAKING NEWS

ବିଜୟ କରିବେ କି ବଡ଼ ଖେଳ? ତାମିଲନାଡୁ ଏକଜିଟ୍ ପୋଲ୍‌ରେ ‘ଟିଭିକେ’କୁ ବମ୍ପର ଭୋଟ୍; ଜାଣନ୍ତୁ…

ଚେନ୍ନାଇ: ତାମିଲନାଡୁ ବିଧାନସଭାର ମୋଟ ୨୩୪ଟି ଆସନ ପାଇଁ ଗତ ଏପ୍ରିଲ ୨୩ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ରେକର୍ଡ ୮୫% ମତଦାନ ହୋଇଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ନଜର ମେ' ୪ ତାରିଖରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ଫଳାଫଳ ଉପରେ ରହିଛି। ତେବେ…

ବେଙ୍ଗଲରେ ୯୧.୬୬ ପ୍ରତିଶତ ମତଦାନ ପରେ ମୁହାଁମୁହିଁ ବିଜେପି-ଟିଏମସି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ହିଂସା, ଉତ୍ତେଜନା ଏବଂ ରେକର୍ଡ ଭୋଟିଂ ହାର ସହିତ ଶେଷ ହୋଇଛି। ଗୋଟିଏ ପଟେ ରାଜ୍ୟର ବିଭିନ୍ନ ସ୍ଥାନରୁ ବୋମାମାଡ଼, ଇଭିଏମ୍ ଭଙ୍ଗାରୁଜା ଏବଂ ନେତାଙ୍କ ଉପରେ ଆକ୍ରମଣ ଖବର ଆସିଥିବା ବେଳେ ଅନ୍ୟପଟେ ଭୋଟରମାନେ…

ବିଦାୟ ନେବ କି ୮ ବର୍ଷର ବାମପନ୍ଥୀ ସରକାର? ‘ପୋଲ୍ ଅଫ୍ ପୋଲ୍ସ’ରେ କଂଗ୍ରେସର ଜିତାପଟ

ଥିରୁଅନନ୍ତପୁରମ୍: ଭାରତର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ମେ' ୪ ତାରିଖରେ ଆସିବାକୁ ଯାଉଛି। ତେବେ ପ୍ରକୃତ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥାର ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ, ରାଜନୈତିକ ମାହୋଲକୁ ବେଶ୍ ସରଗରମ କରିଦେଇଛି। ବିଶେଷକରି କେରଳକୁ ନେଇ…

କଂଗ୍ରେସକୁ ଲାଗିଲା ବଡ଼ ଝଟକା! ଆସାମରେ ପୁଣି ପଦ୍ମ ଫୁଟିବା ନେଇ ସବୁ ଏକଜିଟ୍ ପୋଲର ଆକଳନ

ଗୁଆହାଟୀ: ଆସାମ ବିଧାନସଭା ନିର୍ବାଚନର ଭୋଟଗ୍ରହଣ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଆସନ୍ତା ମେ' ୪ ତାରିଖର ଫଳାଫଳ ଉପରେ ରହିଛି। ତେବେ ଫଳାଫଳ ଆସିବା ପୂର୍ବରୁ ସାମ୍ନାକୁ ଆସିଥିବା Exit Poll ବା ବୁଥ୍ ବାହୁଡ଼ା ମତ, ରାଜ୍ୟର ରାଜନୈତିକ ଚିତ୍ରକୁ ଏକପ୍ରକାର ସ୍ପଷ୍ଟ କରିଦେଇଛି। ବିଭିନ୍ନ…

ରାଜ୍ୟ ସରକାର ମହିଳା ବିରୋଧୀ; ସ୍ୱତନ୍ତ୍ର ଅଧିବେଶନରେ ଦାବି ଉଠାଇବ କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ରାଜ୍ୟ ସରକାରଙ୍କୁ 'ମହିଳା ବିରୋଧୀ' ବୋଲି ଦର୍ଶାଇବା ସହ ଏହି ଅଧିବେଶନରେ କଂଗ୍ରେସ ନିଜର…

ସୁଧୀର ପାତ୍ର ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଲା ସାଂଘାତିକ ସତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ସୁଧୀରଙ୍କ ମୃତ୍ୟୁ କିଭଳି ହେଲା, ସେ ନେଇ ଲାଗି ରହିଥିବା ସନ୍ଦେହ ଉପରୁ ପରଦା ହଟାଇଛି ପୋଷ୍ଟମର୍ଟମ ରିପୋର୍ଟ। ମୃତଦେହ ବ୍ୟବଚ୍ଛେଦ କରିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ…

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ପାଇଁ ପୋଲିସ ଛାଉଣି: ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଧାନସଭା ପରିସର ଅନୁଧ୍ୟାନ…

ଆଜାଦ୍ ନଗର ବୋମା ବିସ୍ଫୋରଣ ଘଟଣା: କ୍ୟାପିଟାଲ୍ ହସ୍ପିଟାଲରେ ଏନଆଇଏ ଟିମ୍, ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ କି ବଡ଼…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଜାଦ୍ ନଗର ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଏବେ ଏକ ନୂଆ ତଥା ରହସ୍ୟମୟ ମୋଡ଼ ନେଇଛି। ଏହି ବିସ୍ଫୋରଣ ପଛରେ କୌଣସି ବଡ଼ ଧରଣର ଆତଙ୍କୀ ଷଡ଼ଯନ୍ତ୍ର ଲିଙ୍କ୍ ଥିବା ସନ୍ଦେହ କରି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ନିଜର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।…

ଓଲଟିଲା ଯାତ୍ରୀବାହୀ ବସ୍: ୨୦ ଯାତ୍ରୀ ଆହତ; ଚାଳକଙ୍କ ଅସାବଧାନତା ନା ଆଉ କିଛି କାରଣ?

ନୟାଗଡ଼: ଖୋର୍ଦ୍ଧାରୁ ନୟାଗଡ଼ ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ମଙ୍ଗଳବାର ସକାଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା ବାଲୁଗାଁ ନିକଟରେ ଏହି ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ପ୍ରାୟ ୨୦ ଜଣ ଯାତ୍ରୀ ଆହତ…

ଖରାଦିନେ ଏସି-କୁଲର ଚାଲିବ, ହେଲେ ଇଲେକ୍ଟ୍ରି ବିଲ୍ ଆସିବନି! ଓଡ଼ିଶାରେ କମାଲ୍ କରୁଛି ସରକାରଙ୍କ ଏହି ଯୋଜନା

ଭୁବନେଶ୍ୱର: ଖରାଦିନ ଆସିଲେ ସାଧାରଣ ଲୋକଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି ଲମ୍ବା ବିଜୁଳି ବିଲ୍। ଟିକେ ଗରମ ବଢ଼ିଗଲେ, ଏସି କିମ୍ବା କୁଲର ଅଧିକ ସମୟ ଚଲାଇବାକୁ ଭୟ ଲାଗେ। କିନ୍ତୁ ଟିକେ କଳ୍ପନା କରନ୍ତୁ ତ, ଆପଣଙ୍କ ଘରେ ଦିନରାତି ପଙ୍ଖା ବୁଲିବ ଆଉ ମାସ ଶେଷରେ ଯଦି ବିଜୁଳି ବିଲ୍ ଆସିବ…