Latest Odisha News

BREAKING NEWS

ଖରାଦିନେ ଏସି-କୁଲର ଚାଲିବ, ହେଲେ ଇଲେକ୍ଟ୍ରି ବିଲ୍ ଆସିବନି! ଓଡ଼ିଶାରେ କମାଲ୍ କରୁଛି ସରକାରଙ୍କ ଏହି ଯୋଜନା

ଭୁବନେଶ୍ୱର: ଖରାଦିନ ଆସିଲେ ସାଧାରଣ ଲୋକଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି ଲମ୍ବା ବିଜୁଳି ବିଲ୍। ଟିକେ ଗରମ ବଢ଼ିଗଲେ, ଏସି କିମ୍ବା କୁଲର ଅଧିକ ସମୟ ଚଲାଇବାକୁ ଭୟ ଲାଗେ। କିନ୍ତୁ ଟିକେ କଳ୍ପନା କରନ୍ତୁ ତ, ଆପଣଙ୍କ ଘରେ ଦିନରାତି ପଙ୍ଖା ବୁଲିବ ଆଉ ମାସ ଶେଷରେ ଯଦି ବିଜୁଳି ବିଲ୍ ଆସିବ…

କାଳବୈଶାଖୀ ସାଙ୍ଗକୁ ତାତିର ଡବଲ୍ ମାଡ଼: ଆଇଏମଡି ଜାରି କଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଚଳିତ ସପ୍ତାହରେ ଓଡ଼ିଶାବାସୀଙ୍କୁ ଏକାସାଙ୍ଗରେ ଉଭୟ କାଳବୈଶାଖୀ ଏବଂ ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ ପଡ଼ିବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି, ଝଡ଼ ପବନ ସହିତ ପ୍ରବଳ ଖରାର ପ୍ରଭାବ ଜାରି…

ମୋଦିଙ୍କ ‘ଝାଲମୁଢ଼ି’ ବନାମ ଦିଦିଙ୍କ ‘ପରିବା’! ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଶେଷ, କିଏ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ହାଇଭୋଲଟେଜ୍ ପ୍ରଚାର ଅଭିଯାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ' ୪ ତାରିଖରେ ଫଳାଫଳ ଘୋଷଣା ହେବ। ଚଳିତ ଥର ପ୍ରମୁଖ ବିରୋଧୀ ବିଜେପି ଏବଂ ଶାସକ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନେଉଛି ବାସ୍ତବ ରୂପ: ପାରାଦୀପ ଓ ବଲାଙ୍ଗୀରରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ…

ଭୁବନେଶ୍ୱର: ରାଜ୍ୟରେ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପାରାଦୀପ ଏବଂ ବଲାଙ୍ଗୀରରେ ଦୁଇଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏହି…

ବେଙ୍ଗଲରେ ୟୁପିର ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ଙ୍କୁ ନେଇ ଝଡ଼: ଟିଏମସି ପ୍ରାର୍ଥୀଙ୍କୁ ଧମକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ରାଜନୈତିକ ଉଷ୍ମତା ମଧ୍ୟରେ ଏବେ ଏକ ନୂଆ ଏବଂ ସଙ୍ଗିନ୍ ବିବାଦ ମୁଣ୍ଡ ଟେକିଛି। ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପୋଲିସ ପର୍ଯ୍ୟବେକ୍ଷକ ତଥା ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍ ଅଧିକାରୀ ଅଜୟପାଲ…

ମାଇଲେଜ୍ କମିଯିବା ଭୟରେ ଏସି ବନ୍ଦ କରି କାର୍ ଚଲାଉଛନ୍ତି କି? ଜାଣନ୍ତୁ ଇଞ୍ଜିନ୍ ହିସାବରେ କେତେ ତେଲ ଖର୍ଚ୍ଚ ହୁଏ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କାର୍‌ରେ ଏୟାର କଣ୍ଡିସନର ବା ଏସି ଏକ ମୌଳିକ ଫିଚର ପାଲଟିଛି। ବିଶେଷ କରି ଖରାଦିନର ପ୍ରବଳ ତାତିରେ ବିନା ଏସିରେ ଗାଡ଼ି ଚଲାଇବା ଏକପ୍ରକାର ଅସମ୍ଭବ। କିନ୍ତୁ ଅନେକ ଲୋକଙ୍କ ମନରେ ଏକ ଧାରଣା ଥାଏ ଯେ, ଏସି ଚଲାଇଲେ ପେଟ୍ରୋଲ ଖର୍ଚ୍ଚ ବହୁତ ବଢ଼ିଯାଏ ଏବଂ…

ରାତି ଅଧିଆ ବିସ୍ଫୋରଣରେ ଉଡ଼ିଲା ରେଳ ଧାରଣା, ହାଇ-ଆଲର୍ଟରେ ସୁରକ୍ଷା ଏଜେନ୍ସି

ପଟିଆଲା/ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଶମ୍ଭୁ ଏବଂ ରାଜପୁରା ମଧ୍ୟରେ ଥିବା ରେଳ ଧାରଣାରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ବ୍ଲାଷ୍ଟ୍ ଯୋଗୁଁ ରେଳ ଧାରଣାର ବ୍ୟାପକ କ୍ଷତି ଘଟିଥିବା ବେଳେ ଏହା ପଛରେ କୌଣସି…

୧୪୨ ସିଟ୍‌ରେ ଜୋରଦାର ଲଢ଼େଇ, ଏହି ୭ ଜିଲ୍ଲାରେ ଭୋଟର ତାଲିକା ପରିବର୍ତ୍ତନ ବଦଳାଇବ କି ରାଜନୈତିକ ସମୀକରଣ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ହେବ। ଏହି ପର୍ଯ୍ୟାୟରେ ନଦିଆ, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, କୋଲକାତା, ହାୱଡା, ହୁଗୁଳି ଏବଂ ପୂର୍ବ ବର୍ଦ୍ଧମାନ ସମେତ ୭ଟି ଜିଲ୍ଲାର ୧୪୨ଟି ଆସନରେ ଭୋଟ୍ ଗ୍ରହଣ ହେବ। ତେବେ ଏଥର ସ୍ୱତନ୍ତ୍ର…

ବର୍ଷ ବର୍ଷ ଧରି ସହମତିରେ ରହିବା ପରେ ଦୁଷ୍କର୍ମ ମାମଲା କେମିତି? ଲିଭ୍-ଇନ୍ ସମ୍ପର୍କକୁ ନେଇ କଡ଼ା ଟିପ୍ପଣୀ କଲେ…

ନୂଆଦିଲ୍ଲୀ: ସାମ୍ପ୍ରତିକ ସମାଜରେ ଯୁବପିଢ଼ିଙ୍କ ମଧ୍ୟରେ ଲିଭ୍-ଇନ୍ ରିଲେସନସିପ୍ (Live-in Relationship) ଅର୍ଥାତ୍ ବିବାହ ନକରି ଏକାଠି ରହିବାର ଟ୍ରେଣ୍ଡ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେବେ ଏହି ସମ୍ପର୍କ ଭାଙ୍ଗିଯିବା ପରେ ସାମ୍ନାକୁ ଆସୁଥିବା ଦୁଷ୍କର୍ମ ଅଭିଯୋଗଗୁଡ଼ିକୁ ନେଇ…

ଏକାଠି ରହୁଥିଲେ, ଏକାଠି ଖାଉଥିଲେ.. ହେଲେ ମାଂସ ରୋଷେଇ ନହେବାରୁ ସ୍ୱାମୀର ମୁଣ୍ଡ ଗଡ଼ାଇଦେଲା ପତ୍ନୀ!

ହାଇଦ୍ରାବାଦ: ଗୋଟିଏ ଛୋଟିଆ କଥା, ଏକ ସାଧାରଣ ଯୁକ୍ତିତର୍କ କିଭଳି ଏକ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇପାରେ, ତାର ଏକ ଜ୍ୱଳନ୍ତ ତଥା ହୃଦୟବିଦାରକ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ଘରେ ଆମିଷ ବା ମାଂସ ତରକାରୀ ରୋଷେଇ ନହେବା କାରଣରୁ ସ୍ୱାମୀ ତାଗିଦ୍ କରିବାରୁ, ଉତକ୍ଷିପ୍ତ ହୋଇ…