Latest Odisha News

ଓଦାଓଦା

ଓଦାଓଦା ଅଖିଳ କୁମାର ମିଶ୍ର ଦିନ ତମାମ୍ ଚୁପଚାପ୍ ଶାନ୍ତ ବର୍ଷାବିନ୍ଦୁ ମୋ କାଠ ଝରକାର ବନ୍ଧ ଦେଇ ଖସରି ଖସରି ଗଲା ଓ ବିବ୍ରତ ନିଦରୁ ମତେ ଉଠାଇଲା, ଶୟନେ ଅସ୍ତିର ମୋ ଭଙ୍ଗା ହୃଦୟକୁ ମୌସୁମୀ ପରଶି ଦେଲା ଏକ ଶୀତଳ ଆଲିଙ୍ଗନ । ଭଲ ହେଉ ନ ଥିବା ଘା’ପରି, ମୋ ନିଃସଙ୍ଗତା ଥିଲା ଗଭୀର…