ଡାଳ ଖାଇଲା ବୋଲି ଛେଳିକୁ ଅଟକ ରଖିଛି ବନ ବିଭାଗ
ବ୍ରହ୍ମପୁର: ବିଭିନ୍ନ ବିଷୟକୁ ନେଇ ବନ ବିଭାଗ ବିବାଦରେ ରହିଥିବା ବେଳେ ଗଞ୍ଜାମ ଜିଲାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଗଛ ଡାଳ ଖାଇଦେଇଥିବା ଯୋଗୁ ଗୋଟିଏ ଛେଳିକୁ ବନ ବିଭାଗର କର୍ମଚାରୀମାନେ ଗତ ତିନି ଦିନ ହେଲା ଅଟକ ରଖିଛନ୍ତି। ଖଲିକୋଟ ବନାଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।…