Latest Odisha News

BREAKING NEWS

ଲୁଟ୍‌‌ ପରେ ନାବାଳିକାଙ୍କୁ ବଳାତ୍କାର ଘଟଣା;ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌‌

ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାର ଲୁଟ୍‌‌ ପରେ ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ ପାଇଛି। ବୁଧବାର ମାମଲାର ବିଚାରକରି ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତ କାଳିଆ ପାତ୍ରଙ୍କୁ ଆଜୀବନ ଜେଲ୍‌‌ ଦଣ୍ଡ ସହିତ ୩୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି।…

ବ୍ରହ୍ମପୁରରେ ମାତିଛନ୍ତି ପାଣି ମିଟର୍‌‌ ଚୋର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଘରଗୁଡ଼ିକୁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଣି ସଂଯୋଗ ଦିଆଯାଇଛି। ପ୍ରତ୍ୟେକ ଘରେ ପାଣି ମିଟର ଲଗାଯାଇଛି। ପାଣି ବ୍ୟବହାର ଅନୁଯାୟୀ ଦେୟ ନିର୍ଦ୍ଧାରଣ ହେଉଥିବା ଯୋଗୁ ଏହି ମିଟରଗୁଡ଼ିକ ଖଞ୍ଜା ଯାଇଛି। ହେଲେ ସହରରେ ଗତ କିଛି ଦିନ ହେଲା ଏହି ପାଣି ମିଟର୍‌‌ ଗୁଡ଼ିକ…

ହାଇୱା ଧକ୍କାରେ ଚାଲିଗଲା ୪ବର୍ଷର ଶିଶୁର ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲା ହିଂଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମରେ ସୋମବାର ପୂର୍ବାହ୍ନରେ ହାଇୱା ଧକ୍କାରେ ଜଣେ ୪ ବର୍ଷୀୟ ଶିଶୁର ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ। ମିଳିଥିବା ସୂଚନା ଅନୁଯାୟୀ, ହିଂଜିଳି ଠାରୁ ତାରାତାରିଣୀ ରାସ୍ତାରେ ଅଛି ସିକିରି…

ଏଟିଏମ ବଦଳାଇ ବରିଷ୍ଠ ନାଗରିକଙ୍କୁ ଠକେଇ, ବ୍ରହ୍ମପୁରରୁ ଯୁବକଙ୍କୁ ଗିରଫ କଲା କମିଶନରେଟ ପୁଲିସ

ବ୍ରହ୍ମପୁର: ଏଟିଏମକୁ ଟଙ୍କା ଉଠାଇବାକୁ ଆସୁଥିବା ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେଇଯାଉଥିବା ପୋଷାଦାର ଲୁଟେରାଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି କମିଶନରେଟ ପୋଲିସ। ଯୁବକଙ୍କ ନାମ ମନୋଜ ସାହୁ ହୋଇଥିବା ବେଳେ ତାଙ୍କୁ ଲକ୍ଷ୍ମୀସାଗର ଥାନା ରବିବାର ଗିରଫ କରିଛି।…

ହକି ବିଶ୍ବକପ୍‌ କ୍ରେଜ୍‌; ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍‌

ବ୍ରହ୍ମପୁର: ହକି ବିଶ୍ୱକପ ପାଇଁ ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍‌ ଆର୍ଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଇଂଞ୍ଜିନିୟରିଙ୍ଗ୍ ଛାତ୍ର କେ.ବିଜୟ ରେଡି। ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ବିଜୟ ଏହାକୁ ପ୍ରସ୍ତୁତ କରି ଚର୍ଚ୍ଚାରେ…

ବ୍ରହ୍ମପୁର ଉପଜିଲାପାଳଙ୍କ ବାସଭବନରୁ ନାଗ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲାପାଳଙ୍କ ବାସଭବନ ପରିସରରୁ ଏକ ୫ ଫୁଟର ନାଗ ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ସୂଚନା ମୂତାବକ ଗୁରୁବାର ଉପଜିଲାପାଳଙ୍କ ବାସଭବନ ପରିସରରେ ଏକ ବିରାଟକାୟ ସାପ ବୁଲୁଥିବାର କର୍ମଚାରୀମାନେ ଦେଖିଥିଲେ। ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ…

ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ମାନବ ଚାଲାଣ: କେନ୍ଦ୍ର, ଓଡ଼ିଶା ସମେତ ୩ ରାଜ୍ୟକୁ ଏନଏଚଆରସିର ନୋଟିସ୍‌

ବ୍ରହ୍ମପୁର: ରାଜ୍ୟର ଏକ ପ୍ରମୁଖ ରେଳ ଷ୍ଟେସନ ହେଉଛି ବ୍ରହ୍ମପୁର। ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ। ତେବେ ଏହି ରେଳ ଷ୍ଟେସନ ଦେଇ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପକ ଭାବେ ମାନବ ଚାଲାଣ। ଏହାକୁ ନେଇ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି)। ଏନେଇ ନିଜ ଆଡୁ ଏକ…

ଆସିକା ଥାନା ଦେଶରେ ଶ୍ରେଷ୍ଠ;ପୁରସ୍କୃତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ବ୍ରହ୍ମପୁର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଦେଶର ଶ୍ରେଷ୍ଠ ୩ଟି ଥାନାର ନାମ ଘୋଷଣା କରାଯାଇଛି। ଏଥିରେ ଏକ ନମ୍ବରରେ ରହିଛି ଗଞ୍ଜାମ ଜିଲାର ଆସିକା ଥାନା। ୨୦୨୨ ମସିହା ପାଇଁ ଆସିକା ଥାନାକୁ ଶ୍ରେଷ୍ଠ ଥାନା ଭାବେ ଘୋଷଣା ହୋଇଛି। ଆସନ୍ତା ଜାନୁୟାରୀ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ…

ଡା. ଶୁଭଶ୍ରୀଙ୍କ କରଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର: କେନ୍ଦୁଝର ଜିଲା ଯୋଡା ଅର୍ବାନ ହସପିଟାଲରେ କାର୍ଯ୍ୟରତ ଡା. ଶୁଭଶ୍ରୀ କରଙ୍କ ବିୟୋଗରେ ଏମକେସିଜି ମେଡ଼ିକାଲ କଲେଜ ତରଫରୁ ଶୋକ ପ୍ରକାଶ ପାଇଛି। ଦୁଇ ଦିନ ତଳେ ଡା. ଶୁଭଶ୍ରୀଙ୍କ ମୃତଦେହ ତାଙ୍କ କୋଠରୀରୁ ଠାବ ହୋଇଥିଲା। ବିଷକ୍ରିୟାରୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ପଛର…

ପରକୀୟା ପ୍ରୀତି; ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଛି। ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ପୋଲିସ ଉଭୟଙ୍କୁ ଅଟକ ରଖିଛି। ପଚରାଉଚରା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଠାରୁ ବୋମକେଇ…