Latest Odisha News

ନୂତନ ବିଏମସି ବିଲଲ୍ଡିଂ ଏବଂ ଓ’ହବ୍ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ

ଭୁବନେଶ୍ୱର:  ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ନିର୍ମାଣ କାର୍ଯ୍ୟର…

ଜଳ ସଂପଦ ମନ୍ତ୍ରୀ ଟକୁନୀ ସାହୁଙ୍କ ବନ୍ୟା ସ୍ଥିତି ସମୀକ୍ଷା

ଭୁବନେଶ୍ୱର:  ରାଜ୍ୟରେ ବନ୍ୟା ସ୍ଥିତି ଲାଗିରହିଥିବା ସହ ଅନେକ ଧନ ଜୀବନ ନଷ୍ଟ ହେଲାଣି । ବନ୍ୟା ସ୍ଥିତି ଲାଗିରହିଥିବା ବେଳେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ  ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟାସ୍ଥିତି ଉତ୍ପନ ହୋଇଛି  ।   ରାଜ୍ୟରେ…

ବିଜେପିକୁ କର୍ଣ୍ଣାଟକ ଶାସନରୁ ଦୂରରେ ରଖିବା ପାଇଁ ହୋଇପାରେ କଂଗ୍ରେସ ଓ ଜେଡିଏସ୍ ଦଳର ମେଣ୍ଟ

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା  ନିର୍ବାଚନକୁ ଆଉ ମାତ୍ର ଆଠ ମାସ ବାକିଅଛି । ଏବେ ଠାରୁ କର୍ଣ୍ଣାଟକ ବିଧାନସଭା ଦଖଲ ପାଇଁ ପ୍ରମୁଖ ରାଜନୈତିକ ଦଳ ମାନେ ରଣନୀତି ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ବିଜେପିକୁ କର୍ଣ୍ଣାଟକ ଶାସନ ରେ ଦୁରରେ ରଖିବା ପାଇଁ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର…

ବନ୍ୟାପରେ ରାଜ୍ୟବାସୀ ସରକାରଙ୍କ ଭରସାରେ ନୁହେଁ ଭଗବାନଙ୍କ ଭରସାରେ ଅଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଆସିଥିବା ବଡଧରଣର ବନ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ତେବେ ଏହି ବନ୍ୟାପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ ଦାୟୀ କରିଛି ବିଜେପି  । ଏଭଲି ବନ୍ୟା  ପ୍ରାକୃତିକ ନୁହେଁ ସମ୍ପୂର୍ଣ ଭାବେ ମନୁଷ୍ୟକୃତ ବୋଲି ଏକ ସାମ୍ବାଦିକ ସମ୍ମିଳନି କରି ବିଜେପିର ସାଧାରଣ ସମ୍ପାଦକ…

କୁଶଭଦ୍ରା ନଦୀରେ ଭାସିଯାଇ ପ୍ରାଣ ହରାଇଲେ ପୂଜକ

ପୁରୀ : ରାଜ୍ୟରେ  ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବାରୁ ବଡ ଧରଣର ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଛି । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ କେଉଁଠି ନଦୀ ବନ୍ଧ ଭାଙ୍ଗି ଗାଁ ବୁଡିଲାଣି  । ଅନେକ ଧନ ଜୀବନ ନଷ୍ଟ ହେବାର ଖବର ଆସୁଛି  ।  ପୁରୀ ଜିଲ୍ଲା କୁଶଭଦ୍ରା  ନଦୀ ବନ୍ୟା ଜଳରେ ବୁଡି…

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଫଟୋଗ୍ରାଫର

ଭୁବନେଶ୍ୱର: ନବୀନ ସୂତ୍ରଧର(ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର )ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଆଧାରିତ ଦୁଇଦିନ ବ୍ୟାପି ଆୟୋଜିତ ଫଟୋପ୍ରଦର୍ଶନୀ ଗତକାଲି ଉଦଯାପୀତ ହୋଇଯାଇଥିଲା  । ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର…

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ନବନିର୍ବାଚିତ ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉପରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।…

ବନ୍ୟା ଦୃଷ୍ଟିରୁ ଘୁଞ୍ଚିଲା ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା

ଭୁବନେଶ୍ବର : ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତାରିଖ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅନୁମୋଦନ କ୍ରମେ ଯୁକ୍ତ ୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି।…

ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କଟକ ମେୟର ଓ କମିଶନର

କଟକ: ଆଜି ଅପରାହ୍ନରେ ଓଡ଼ିଶାର ସର୍ବ ବୃହତମ ଶିଶୁ ଚିକତ୍ସା କେନ୍ଦ୍ର ଶିଶୁ ଭବନର ନିର୍ମାଣ କାର୍ଯ୍ୟ ତଦାରଖ କଲେ ମେୟର ସୁବାସ  ସିଂହ  ଏବଂ କଟକ ମହାନଗର ନିଗମ କମିଶନର ନିଖିଳ ପବନ କଲ୍ୟାଣ  । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ୧୧୬ କୋଟି ଟଙ୍କା ବିନିମୟରେ ବ୍ରିଜ ଏବଂ ରୂଫ …

ଝାଡଖଣ୍ଡରେ ଭାଙ୍ଗିବକି ହେମନ୍ତଙ୍କ ସରକାର ? ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ସରକାର ଗଢିବ କି ବିଜେପି ?

ଝାଡଖଣ୍ଡ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ହେମନ୍ତ ସୋରେନ ? ଝାଡଖଣ୍ଡରେ ଭାଙ୍ଗିବ କି ହେମନ୍ତଙ୍କ ମହାଗଠବନ୍ଧନ ସରକାର ?  ବିଜେପି ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ସରକାର ଗଢିବ କି ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି  ଝାଡଖଣ୍ଡର ରାଜ୍ୟ ରାଜନୀତିରେ  ? ଖଣି ଲିଜ୍ ଆବଣ୍ଟନରେ…