Latest Odisha News

BREAKING NEWS

ଅବୈଧ ପ୍ରେମ ପାଇଁ ହଳ କଲେ ପ୍ରେମୀ ଯୁଗଳ

ରାୟଗଡା : ଅବୈଧ ପ୍ରେମ ପାଇଁ ଲୋକହସା ହୋଇଛନ୍ତି ପ୍ରେମୀ ଯୁଗଳ । ଏପରିକି ଗ୍ରାମବାସୀ ଉଭୟଙ୍କୁ ଚାଷ ଜମିରେ ହଳ ବୁଲାଇଛନ୍ତି । ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ମାଡି ଚାଲିଛି ଏହି ଖବର । ରାୟଗଡା ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଲ୍ୟାଣସିଂପୁର ବ୍ଲକ…

ବୈତରଣୀରେ ବନ୍ୟା, ଦବିଗଲା ବ୍ରିଜ

ଯାଜପୁର ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ଅଧିକ ମାତ୍ରାରେ ଆସିବାରୁ ଚଇନିପୁର ପଣସା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲର ତିନୋଟି ସ୍ପାନ ଦବି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ପୋଲ ନିର୍ମାଣ ହୋଇଥିଲା । ତେବେ ବ୍ରିଜ ଦବି ଯିବାରୁ…

ରେଙ୍ଗାଲିରେ ଗାଡି ଚେକିଂ ବେଳେ କାର୍‌ରୁ ମିଳିଲା ଏକ କ୍ୱିଣ୍ଟାଲ ରୂପା ଇଟା

ସମ୍ବଲପୁର : ଆଳୁ ଖୋଳୁ ଖୋଳୁ ବାହାରିଲା ପରି ଗଞ୍ଜେଇ ଗାଡିରୁ ବାହାରିଛି ପ୍ରବଳ ମାତ୍ରାରେ ରୂପା ଇଟା । ଏକ କାର ଭିତରୁ ବିପୁଳ ପରିମାଣର ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ରେଗୁଲାର ଚେକିଂ ପରି ରେଙ୍ଗାଲିରେ ଚେକିଂ ଚାଲିଥିଲା । ଏହି ସମୟରେ ଏକ କାର ଉପରେ ସନ୍ଦେହ…

ହାତ ଧରିଲେ ସୁନୀତା

ଆସନ୍ତାକାଲି ଓଡିଶା ଗସ୍ତ କରୁଛନ୍ତି ଲୋକସଭା ବିରୋଧୀଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଅବସରରେ ରାଜ୍ୟ କଂଗ୍ରେସ ପାଇଁ ଖୁସି ଖବର ଆସିଛି । ଦଳକୁ ଫେରିଛନ୍ତି ସୁନୀ ତା ବିଶ୍ୱାଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ଶଙ୍ଖ ଛାଡି ବିଦ୍ଧିବଦ୍ଧଭାବେ…

ସୁକାନ୍ତଙ୍କୁ ଗିରଫ ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର : ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କ ବିରୋଧରେ ବାହାରିଛି ରାଜ୍ୟ ମହିଳା ବିଜେଡି । ସୁକାନ୍ତଙ୍କୁ ଗିରଫ ଦାବି କରି ରାଜ୍ୟ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କୁ ମନଇଛା…

ଗିରଫ ହେଲେ ୬ ଅଭିଯୁକ୍ତ

ମୟୂରଭଂଜ ଜିଲ୍ଲା ବାଇଗଣ ବାଡିଆ ନିକଟରେ ଯୁବକଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଉତରାଂଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ମୟୂରଭଂଜ ପୋଲିସର ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ କରି…

ପିଚ୍‌ରେ ଛକ୍କା ମାରିବା ପରେ ଟଳି ପଡିଲେ

ମୃତ୍ୟୁ କେତେବେଳେ କେଉଁଠି ଆସିବ ସେକଥା କାହାକୁ ଜଣାନାହିଁ । ମୃତ୍ୟୁ ସତ୍ୟ ଏକଥା ସମସ୍ତଙ୍କୁ ମାନିବାକୁ ପଡିବ । ବାରମ୍ବାର ହଠାତ ମୃତ୍ୟୁ ଖବର ପାଇ ଲୋକେ ଆଚମ୍ବିତ ହୁଅନ୍ତି । ଯାହା ବିଧିର ବିଧାନ ଥାଏ ତାହାହିଁ ହୁଏ ସେକଥା କେହି ବୁଝି ପାରନ୍ତି ନାହିଁ । ସେମିତି ଏକ ଘଟଣା ସମ୍ପର୍କରେ ଆମେ…

ଅଫିସରଙ୍କୁ ମାଡ ଘଟଣା-ନିନ୍ଦା କଲେ ଅପରାଜିତା

ଭୁବନେଶ୍ୱର : ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ଗତକାଲି ହୋଇଥିବା ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରତ୍ନାକର ସାହୁ ଜନଶୁଣାଣିରେ ଲୋକଙ୍କ କଥା ଶୁଣୁଥିଲେ । ସରକାରୀ କାମରେ…

ଟ୍ରେନ ଉପରକୁ ପଥର ମାଡ

ଭଦ୍ରକ: ରଥଯାତ୍ରାରେ ଟ୍ରେନ ଉପରକୁ ଆକ୍ରମଣ । ଟ୍ରେନଟି ତାର ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ଅଚାନକ ପଥର ମାଡ ହେଲା । ଏଥିରେ କିଛି ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଭୟରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ହାୱଡା ଯାଉଥିବା ଜନଶତାଦ୍ଦୀ ଟ୍ରେନ ଉପରକୁ…

ରାଜଧାନୀରେ ଶିଳ୍ପ ସମାଗମ ମେଳା

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଶିଳ୍ପ ସମାଗମ ମେଳା । ବରମୁଣ୍ଡାରେ ଥିବା ବିଜୁ ପଟ୍ଟନାୟକ ଖେଳପଡିଆରେ ମେଳାକୁ ଉଦଘାଟନ କରାଯାଇଛି । ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଏହାକୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବଭାଗର ସଚିବ ଅମିତ ଯାଦବ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି ।…