Latest Odisha News

BREAKING NEWS

ଭଦ୍ରକରେ ଖୋଲିଲା ସ୍କୁଲ, କଲେଜ

ଭଦ୍ରକ ଜିଲ୍ଲାରେ ଆରମ୍ଭ ହେଲା ପାଠ ପଢା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ଆଜିଠାରୁ ଖୋଲିଛି । ଗତ ୨୦ ତାରିଖରେ ସ୍କୁଲ ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲାର କେତେକ ସ୍ଥାନରେ ଝାଡାବାନ୍ତି ଲାଗି ରହିଥିବାରୁ ସ୍କୁଲ, କଲେଜ ବନ୍ଦ ପାଇଁ ଜିଲ୍ଲାପାଳ…

କଲବଲ ହେଉଛନ୍ତି ମକା ଚାଷୀ

ମକା ବିକ୍ରି କରିବାପାଇଁ କଲବଲ ହେଉଛନ୍ତି ଚାଷୀ, ସରକାର ମଣ୍ଡି ଘୋଷଣା କରୁଛନ୍ତି, ମକାର ସରକାରୀ ନିର୍ଦ୍ଧାରିତ ମୂଲ୍ୟବି ଠିକ କରିଛନ୍ତି ସରକାର, କିନ୍ତୁ ମକା ବଜାର, ବ୍ୟବସାୟିଙ୍କ ହାତମୁଠାରେ ଜାବୁଡି ହୋଇ ରହିଛି । ନିୟନ୍ତ୍ରିତବଜାର କମିଟିର କେବଳ କାଗଜପତ୍ରରେ ମକା କିଣା ଚାଲିଚି,…

ଜିଲ୍ଲାରେ ଦାଦନ ମୁକ୍ତ କରିବାକୁ ଅଣ୍ଟା ଭିଡିଲେ ଜିଲ୍ଲାପାଳ

ନୂଆପଡା ଜିଲ୍ଲାକୁ ନୂଆ ପରିଚୟ ଦେଇ ସଭ୍ରାନ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ଆରମ୍ଭ ହୋଇଛି ପ୍ରବାସୀ ଶ୍ରମିକ ସଚେତନ କାର୍ଯ୍ୟକ୍ରମ । ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତ ବିଭାଗର ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ୧୦ ମାସ ମଧ୍ୟରେ ୪୧ଟି ସଚେତନ କାର୍ଯ୍ୟକ୍ରମ ଆୟୋଜନ କରି…

ଝିଅ ଆଖି ଆଗରେ ମାକୁ ଟାଣିନେଲା କୁମ୍ଭୀର

ଝିଅ ଆଖି ଆଗରେ ମାକୁ ଟାଣିନେଲା କୁମ୍ଭୀର । ଝିଅ ଚାହିଁ ରହିଥିଲା କିଛି କରିପାରିଲା ନାହିଁ । କେନ୍ଦ୍ରାପଡା ଜିଲ୍ଲା କୋଳଡିହା ପଂଚାୟତ ଓଁଲାଡିହ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆଯୋରରୁ ଝିଅ ଆଖି ଆଗରେ ମାକୁ କୁମ୍ଭୀର ଟାଣି ନେଇଛି । କୁମ୍ଭୀର…

ଯାଜପୁରରେ ହୋଟେଲକୁ ସିଲ୍ କଲା ପ୍ରଶାସନ

ଯାଜପୁରରେ ଉତ୍କଟ ରୂପ ଧାରଣ କରିଛି ଡାଇରିଆ । ଏକାବେଳେ ୧୧ ଜଣ ରୋଗୀ ପଜିଟିଭ ବାହାରିବା ଚିନ୍ତା ବଢିଯାଇଛି । ସ୍ଥିତି ଅଣାୟତ ଥିବା ବେଳେ ଏବେ ଘଟଣାସ୍ଥଳରେ ପହଂଚି ସ୍ଥିତି ପରଖିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦି ବୃନ୍ଦା । ପ୍ରତିଦିନ ନୂଆ ରୋଗୀ ଡାକ୍ତରଖାନାରେ ଭର୍ତ୍ତି…

ପୁରୀରେ ଭକ୍ତଙ୍କ ସୁରକ୍ଷା ପାଇଁ ମକଡ୍ରିଲ୍‌

ଆଉ କିଛି ଦିନ ପରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସେଥିପାଇଁ ଏବେ ପ୍ରସ୍ତୁତି ଜୋରସୋରରେ କରାଯାଇଛି । ୪୦ଲକ୍ଷରୁ ଅଧିକ ଲୋକ ଏଥର ପୁରୀ ରଥଯାତ୍ରାକୁ ଆସିବେ ବୋଲି ଅନୁମାନ କରାଯାଉଛି । ଭକ୍ତଙ୍କ ସୁରକ୍ଷାକୁ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ପହଲଗ୍ରାମ ଆକ୍ରମଣ…

ସ୍ତ୍ରୀକୁ ସନ୍ଦେହ କରି ସ୍ୱାମୀ..

ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଆଉ ସ୍ତ୍ରୀର ଜୀବନ ନେଇସାରିବା ପରେ ନିଜ ଜୀବନ ମଧ୍ୟ ସେ ନେଇଛି । ସ୍ୱାମୀ ଏହିକାଣ୍ଡ କରିବା ଆଗରୁ ଏକ ଭିଡିଓ କରି ସମସ୍ତ କାହାଣୀ କହିଛି । ସ୍ୱାମୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ…

ପୁରୀ ବଡଦାଣ୍ଡ ଯାଏଁ ମାଗଣାରେ ଯିବେ ଯାତ୍ରୀ

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ନୀତି କରିଛନ୍ତି ରାଜ୍ୟ ସରକାର । ଭକ୍ତଙ୍କ ସୁବିଧା ନିମନ୍ତେ ତାଳବଣିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହେବ । ଏହା ସହ ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ କରୁଥିବା ୨୫୦ଟି ସ୍ୱତନ୍ତ୍ର ବସ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି…

ଲାଞ୍ଚ ନେଇ ଧରାପଡିଲେ ଲାଞ୍ଚୁଆ ଉପଜିଲ୍ଲାପାଳ

୧୦ ଲକ୍ଷ ଟଙ୍କା ଲାଂଚ ନେଇ ଧରାପଡିଛନ୍ତି ଆଇଏଏସ ଅଫିସର ଧିମନ ଚକମା । ଲାଂଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଯୁବ ଆଇଏଏସ ଅଫିସର ଧିମନ ଚକମା ଲାଂଚ ନେବା ବେଳେ ଗିରଫ ହୋଇଛନ୍ତି । କଳାହାଣ୍ଡି ଜି୍‌ଲଲା ଧର୍ମଗଡରେ ଉପଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କ…

ପୋଲିସ ଆଗରେ ହତ୍ୟାର କାରଣ କହିଲେ ୨ ଅଭିଯୁକ୍ତ

ପ୍ରତିଶୋଧ ନେଉ ନେଉ ଜୀବନ ନେଇଗଲେ । ଅପରାଧ କରିବା ଆଗରୁ କିଛି ଭାବିଲେ ନାହିଁ । ଆଉ ହତ୍ୟା କରିବେ ପରେ ଘଟଣାର ସତ ବଖାଣିଲେ । ହଁ ଆଜ୍ଞା ଟିକିଏ ଭଲକରି ଦେଖନ୍ତୁ । ଏହି ୨ଜଣଙ୍କ ମୁହଁରେ କଳା କପଡା ଗୁଡା ହୋଇଛି । ଏମାନେ ଗୋଟିଏ ଲୋକର ଜୀବନ ନେଇ ସର୍ବସ୍ୱାନ୍ତ କରିଛନ୍ତି । ପ୍ରତିଶୋଧ…