ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଶୁଦ୍ଧ ସତ୍ୱର ବାସୁଦେବ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆମେ କୃଷ୍ଣ ରୂପେ ବିବେଚନା କରି ଆବାହନ କରୁ “ଓଁ କ୍ଲିଂ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନବଲଭାୟ ସ୍ୱାହା ।” ଶ୍ରୀ ବଳଭଦ୍ରଙ୍କୁ ବଳରାମ ଭାବରେ ଆବାହନ କରୁ “ଓଁ ନମୋ ଭଗବତେ…