ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଧି ଓ ମନ୍ତ୍ର
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଓ ପୂଜା ବିଧି ଆଲୋଚନା ଭିତରେ ଆମେ ପ୍ରଥମେ ଦ୍ୱାରଫିଟା ନୀତି ଆଲୋଚନା କରିବା। ଅବଶ୍ୟ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ନୀତି କାନ୍ତି ବିଷୟରେ ସମ୍ୟକ…