ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଭିତରେ ଏମିତି କିଛି ସେବକ ଅଛନ୍ତି। ଯେଉଁମାନଙ୍କ ସେବା ଏକ ନିର୍ଦ୍ଧିଷ୍ଟ ପରିସର ପାଇଁ କରାଯାଇଛି। କାରଣ ଏହି ଭଳି ସେବା ବା ସେବକଙ୍କ ବିଷୟରେ ଆମେ…