ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ସମ୍ପ୍ରଦାୟଙ୍କ ବିଷୟରେ ଆଲୋଚନା ଜାରି ଥିବା ବେଳେ ଏମିତି କିଛି ସେବା ବା ସେବକ ଆମେ ଦେଖିଥାଉ ଯେଉଁମାନେ ମହାପ୍ରଭୁ ଙ୍କ ଶାଢ଼ୀବନ୍ଧା ସେବକ ନୁହଁନ୍ତି। ଏହି…