Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୭୪: କାହାର ଅନୁସରଣରେ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତକୁ ଓଡ଼ିଆ ଭାଷାରେ ଲେଖିବା ସମୟରେ ଶ୍ରୀଧର ସ୍ୱାମୀ ବିରଚିତ "ଶ୍ରୀମଦ ଭାଗବତ ଭାବାର୍ଥ ବୋଧିନୀ" ଟୀକାର ବିଶେଷ ସାହାଯ୍ୟ ନେଇଥିଲେ। ଏହା ଏତେ ସାରଗର୍ଭକ ଥିଲା ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଥିଲେ "ଶ୍ରୀଧର ସ୍ୱାମୀ…

ଶ୍ରୀ ଭାଗବତ ସାର ୭୩: ବେଦ ସହିତ ଜୈନ ଓ ବୌଦ୍ଧ ଧର୍ମର ମତ ମିଶାଇ ସେଥିରେ ବୈଷ୍ଣବ ଚିନ୍ତାଧାରାର ଅପୂର୍ବ ପ୍ରୟୋଗ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ (ଓଡ଼ିଆ )ରଚନା ସମୟରେ ଶ୍ରୀଜଗନ୍ନାଥ ଦାସ କେବଳ ସଂସ୍କୃତ ଭାଗବତ ଶ୍ଳୋକ ଗୁଡିକର ଅକ୍ଷରିକ ଅନୁବାଦ କରି ନାହାନ୍ତି ଅନେକ ସ୍ଥଳରେ ବିଷୟବସ୍ତୁର ସୁକ୍ଷ୍ମ ପରିବର୍ତ୍ତନ, ଭାଵ ସଂପ୍ରସାରଣ, ଭାବ ସଂକ୍ଷେପଣ ଓ ଭାବ…

ଶ୍ରୀ ଭାଗବତ ସାର ୭୨: ଦେବତାମାନେ ମନ୍ତ୍ରର ଅଧୀନ, ସେହି ମନ୍ତ୍ର ବ୍ରାହ୍ମଣ ମାନଙ୍କ ଅଧୀନ; ତେଣୁ ବ୍ରାହ୍ମଣମାନେ ହିଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତକୁ ଶ୍ରୀଜଗନ୍ନାଥ ଦାସ ରଚନା କରିବା ସମୟରେ ଓଡିଶା ତଥା ଶ୍ରୀକ୍ଷେତ୍ରର ସାମାଜିକ ସ୍ଥିତି ଏକ ପ୍ରକାର ଭାବମୟ ଥିଲା। ତନ୍ତ୍ର ପରମ୍ପରାର ପ୍ରବେଶ ଘଟି ସାରିଥିଲା। ତଥାପି ଶ୍ରୀଜଗନ୍ନାଥ ଦାସ ଶ୍ରୀ ରାମାନୁଜଙ୍କ ମତ…

ଶ୍ରୀ ଭାଗବତ ସାର ୭୧: ଶ୍ରୀମଦ ଭାଗବତରେ ସ୍ଥାନ ପାଇଛି ପୂଜା ଅର୍ଚ୍ଚନା, ଶ୍ରୀମନ୍ଦିରରେ ପ୍ରଚଳିତ ସଂଗୀତ ଚର୍ଚ୍ଚା ଓ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା କାଳରେ ଶ୍ରୀଜଗନ୍ନାଥ ଦାସଙ୍କ ଉପରେ ପରମ ବୈଷ୍ଣବ ଶ୍ରୀ ରାମାନୁଜଙ୍କ ପ୍ରଭାବ ଥିବା ଅନୁମାନ କରାଯାଇଛି। ଶ୍ରୀ ରାମାନୁଜ ଦକ୍ଷିଣ ଭାରତରେ ଚଉଦଟି ବିଷ୍ଣୁ ମନ୍ଦିରର ତତ୍ୱାବଧାରକ ଥିଲେ। ସେଠାରେ ପୂଜା ଅର୍ଚନା…

ଶ୍ରୀ ଭାଗବତ ସାର ୭୦: କିପରି ରଚିତ ହେଲା ଓଡ଼ିଆ ଭାଗବତ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଶ୍ରୀଜଗନ୍ନାଥ ଦାସ ଅନେକ ଯାଗାରେ "ପ୍ରବନ୍ଧ " ଶବ୍ଦ ବ୍ୟବହାର କରିଛନ୍ତି, ଯଦିଓ ଶ୍ରୀଜଗନ୍ନାଥ ଦାସ ସଂସ୍କୃତ ଭାଗବତ ପରି ଏକ ମହାପୁରାଣ ଅବା ମହାକାବ୍ୟକୁ ପ୍ରାକୃତ (ଓଡ଼ିଆ) ଭାଷାରେ ଅନୁବାଦ କରୁଥିଲ। କୁହାଯାଏ…

ଶ୍ରୀ ଭାଗବତ ସାର ୬୯: ଶ୍ରୀମଦ ଭାଗବତ ମହାପୁରଣ ସରଳ ଓ ସଂସ୍କୃତ ଭାଷାରେ ଲିପିବଦ୍ଧ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ମହାପୁରଣ ସରଳ ଓ ସଂସ୍କୃତ ଭାଷାରେ ଲିପିବଦ୍ଧ ହେଲା ଏହାର ଆଦର ମଧ୍ୟ ସାଧାରଣ ଜନତାଙ୍କ ପାଖରେ ଖୁବ ରହିଲା କାରଣ ଭକ୍ତି, ଜ୍ଞାନ ଓ ବୈରାଗ୍ୟ ଭାବ ଉଦ୍ରେକକାରି ଥିଲା ଭାଗବତ "ଭକ୍ତି ଜ୍ଞାନ ବିରାଗାଣା ତଦ ଘୋଷେଣ ବଳଂ…

ଶ୍ରୀ ଭାଗବତ ସାର ୬୮: ଶ୍ରୀମଦ ଭାଗବତଙ୍କୁ ବେଦ ଓ ଉପନିଷଦର ସାର କଥା ଭାବେ ମାନ୍ୟତା ମିଳିଲା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ମଧ୍ୟରେ ବ୍ରହ୍ମ ସୂତ୍ର ତଥା ବେଦାନ୍ତ ଦର୍ଶନର ଭାବ କିପରି ମିଶିଲା, ତାହାର ସାମାଜିକ ଆବଶ୍ୟକତା କଣ ଥିଲା ସେ ବିଷୟରେ ସାମାନ୍ୟ ଆଲୋକପାତ କରିବା। ଖ୍ରୀଷ୍ଟ ପୂର୍ବ ୨୫୦୦ରୁ ଖ୍ରୀଷ୍ଟ ପୂର୍ବ ୬୦୦ ମସିହା ଯାହାକୁ…

ଶ୍ରୀ ଭାଗବତ ସାର ୬୭: ଶ୍ରୀମଦ ଭାଗବତ ଓ ବେଦାନ୍ତ ଦର୍ଶନ ଭିତରେ ରହିଛି ଅନେକ ସାମଞ୍ଜସ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ବେଦାନ୍ତ ଦର୍ଶନ ଭିତରେ ରହିଛି ଅନେକ ସାମଞ୍ଜସ୍ୟ। ଯେପରି ଶ୍ରୀମଦ ଭାଗବତ ମହାପୁରାଣର ପ୍ରଥମ ଶ୍ଳୋକର ଆରମ୍ଭ ହୋଇଛି "ଜନ୍ମାଦସ୍ୟ ଯତଃ", ସେହିପରି ବେଦାନ୍ତ ଦର୍ଶନ ବା ବ୍ରହ୍ମସୂତ୍ରର ଦ୍ଵିତୀୟ ସୂତ୍ରଟି ମଧ୍ୟ…

ଶ୍ରୀ ଭାଗବତ ସାର ୬୬: ଶ୍ରୀମଦ ଭାଗବତ ହେଉଛି ସର୍ବବେଦାନ୍ତ ସାର

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଶୁକଦେବ ମୁନିଙ୍କ ଜନ୍ମ ଓ ଭାଗବତ ପ୍ରାପ୍ତି ଯେମିତି ରସମୟ ଓ ରହସ୍ୟମୟ, ସେମିତି ଶ୍ରୀମଦ ଭାଗବତ ମଧ୍ୟ ଅନେକ ରହସ୍ୟ ଭରା ଓ ଭଗବତ ରସଯୁକ୍ତ ଅଟେ। ତେଣୁ ଶାସ୍ତ୍ର ବ୍ୟାଖ୍ୟାକାର ମାନେ ଏହାକୁ ସର୍ବବେଦାନ୍ତ ସାର ବୋଲି ଅଭିହିତ…

ଶ୍ରୀ ଭାଗବତ ସାର ୬୫: ପଞ୍ଜୁରୀ ଭିତରେ ଶୁକପକ୍ଷୀ ଶ୍ରୀରାଧାଙ୍କଠାରୁ କୃଷ୍ଣ ଭକ୍ତି ଗାଥା ଶୁଣି ପକ୍ଷୀ ଜନ୍ମରୁ ମୁକ୍ତି…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ମହାମୁନି ଶୁକଦେବଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ତଥାପି ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ଶ୍ରୀମଦ ଭାଗବତ ପ୍ରାପ୍ତି ଆଜିବି ଗବେଷଣା ସାପେକ୍ଷ ବିଷୟ ହୋଇରହିଛି। କେବଳ କିଛି କିମ୍ବଦନ୍ତୀକୁ ଆଧାର କରି ଲୋକ ମୁଖରେ…