ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୭
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ମଧ୍ୟ କହିଥାଉ, ଏହା ପ୍ରତିପାଦିତ କରେ କି ମହାପ୍ରଭୁ ଙ୍କ ପୁରୁଷ ତତ୍ତ୍ୱଟି ବିଶେଷ ଭାବରେ ଆଦୃତ। ଗୀତା କହେ "ଦ୍ଵାବିମୋୖ…