ଆପଣାସୁଖୀ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା'
କେବେ କେମିତି ଭାଇ ଭଉଣୀଙ୍କ ପାଇଁ ଯଦି ମାଆ କିଛି ଖାଇବା ଜିନିଷ ରଖିଥାଏ, ତାହେଲେ ସେ ଚାହେଁ, ସେ ସବୁ ସମସ୍ତେ ଏକାଠି ଭାଗବାଣ୍ଟି ଖାଇବା ଦରକାର। ବଡ଼ ହିସାବରେ ହୁଏତ ବଡ଼ର ଭାଗ ଟିକିଏ କମ୍ ହୋଇପାରେ, କିନ୍ତୁ ସାନମାନଙ୍କ ଭାଗ କମ୍…