Latest Odisha News

BREAKING NEWS

ବୁଜୁଳା ବୋହିଲାଠୁ କାଟିଲା ଯାଏଁ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ପ୍ରାୟ ତିରିଶ ବର୍ଷ ତଳେ ଆମ ଗାଁକୁ ଆସିଥିଲେ ପ୍ରିୟନାଥ ବାବୁ। ସେତେବେଳେ ବୟସ ଏଇ ବାଇଶ କି ତେଇଶ ହେବ। ଭେଣ୍ଡିଆ ପିଲା। ନୂଆ କରି ଆମ ଗାଁ ପାଖରେ ତାଙ୍କୁ ଅସ୍ଥାୟୀ ଚାକିରି ଖଣ୍ଡେ ମିଳିଛି। ଆମ ଗାଁରୁ ପ୍ରିୟନାଥଙ୍କ ଗାଁ ପାଖାପାଖି…

ଗଙ୍ଗାସ୍ନାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଦେବୀଚରଣ ବାବୁ ଧୀରେ ଧୀରେ ଦୁର୍ବଳ ହୋଇ ଯାଉଥିଲେ। ଅବଶ୍ୟ ଏହାର ଅନ୍ୟ କୌଣସି କାରଣ ନଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ ସେ। ତା ସହିତ କିଶୋରାବସ୍ଥାରୁ ହିଁ ତାଙ୍କର ଗୋଟିଏ ବଦଭ୍ୟାସ ଥିଲା- ତମାଖୁ ଖାଇବା। ଗୁଣ୍ଡି ବା…

ଉପେକ୍ଷିତ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋବିନ୍ଦ ଆଜ୍ଞା ଆମ ଅଞ୍ଚଳର ଜଣେ ଅତି ପରିଚିତ ମଣିଷ। ଗାଁ ଲୋକଙ୍କ ଭାଷାରେ ସେ ବାଇଗଣ ପରିବା। ମାନେ ସମସ୍ତଙ୍କ ସାଙ୍ଗରେ ଭଲ। କେହି ତାଙ୍କର ଶତ୍ରୁ ନାହାନ୍ତି। ମାରିବା ପାଇଁ ଆସି ରାଗରେ ଗୋଟାପଣେ ନାଲି ପଡ଼ିଯାଇଥିବା ମଣିଷଟେ,…

ସର୍ବଜ୍ଞ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦପୁର ଗାଁରେ ଯେଉଁ ସ୍କୁଲଟି ଅଛି, ସେଇଟା ଆଜି କାଲିର ନୁହେଁ। ପାଖାପାଖି ସତୁରୀ ବର୍ଷ ତଳେ କେବଳ ନନ୍ଦପୁର ନୁହେଁ, ଆଖପାଖର ପ୍ରାୟ କୋଡ଼ିଏ ଖଣ୍ଡ ଗାଁର ଲୋକ ଏକାଠି ହୋଇ ନିଷ୍ପତ୍ତି ନେଇଥିଲେ ଏ ସ୍କୁଲ ଖୋଲିବା ପାଇଁ।…

ବଡ଼ଭାଇ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ସ୍କୁଲ ନଥିଲା ବୋଲି ପାଖ ଗାଁର ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ଆକାଶ ଓ ବିଘ୍ନେଶ। ଦୁହେଁ ଦୁଇ ଭାଇ। ଜଣେ ଦାଦା ପୁଅ, ଆଉ ଜଣେ ବଡ଼ବାପା ପୁଅ। ବୟସ ଏଇ ଅଢ଼େଇ ବର୍ଷର ଫରକ। କିନ୍ତୁ ପାଠ ପଢ଼ାରେ ତଳ ଉପର ଶ୍ରେଣୀରେ ଦୁଇ ଜଣ। ଆକାଶ…

ଡହରା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେତେବେଳେ ଆମ ଗାଁରେ ବିଜୁଳି ସଂଯୋଗ ନଥିଲା। ପାଖାପାଖି ୪୫ ବର୍ଷ ତଳର କଥା। ଗାଁକୁ ଯେତେବେଳେ ବିଜୁଳି ସଂଯୋଗ କଥା ଚିନ୍ତା କରାଗଲା, ତାହା କେବଳ କୃଷକମାନଙ୍କୁ ଆଖି ଆଗରେ ରଖି। କାରଣ, ଯେଉଁମାନଙ୍କ ଜମିରେ କୂଅ କିମ୍ବା ମୋଟର ଲାଗିବା…

ଅକାଳରେ ଝଡ଼ି ଯାଉଥିବା ଜୀବନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ବହୁଦିନରୁ ଦୁଇଟି ମଦ ଦୋକାନ ଥିଲା। ତା ପୁଣି ଗାଁ ବାହାରେ, ଟିକିଏ ଦୂରରେ। ଦିନ ବେଳେ ସେଇଠି କାଁ ଭାଁ ବାହାର ଗାଁର ଜଣେ ଦି ଜଣ ଲୋକଙ୍କୁ ଦେଖିବାକୁ ମିଳେ। ରାସ୍ତା କଡ଼ରେ ଦୋକାନ ଥିବାରୁ, କେବେ କେମିତି ଟ୍ରକ୍…

ସଙ୍ଗାତ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କିଛି ଦିନ ତଳେ ଆମେରିକାରୁ ଭିଡିଓ କଲ୍ କରି ମୋ ସାଙ୍ଗରେ କଥା ହେଉଥିଲେ ସଙ୍ଗାତ ବାପା। ସଙ୍ଗାତ ମାଆ ଚାଲିଯିବା ପରେ, ସେ ଏବେ ପୁଅ ପାଖରେ ରହୁଛନ୍ତି ଆମେରିକାରେ। ଗୋଟିଏ ପୁଅ। ଦୀର୍ଘ ବର୍ଷ ହେଲାଣି ସେ ଗାଁରୁ ବାହାରେ ହିଁ ରହୁଛି।…

ମଦ୍ୟପର ପିଲା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନିଜ କଥା ନିଜେ ବୁଝିବା ଅବସ୍ଥାରେ ନଥିଲା କୃପାନିଧି। ସିଏ ଆଉ ନିଜ ପିଲା ପରିବାର କଥା କୁଆଡୁ ବୁଝନ୍ତା ? ତା ନିଜ ଉପରେ କେବେ ହେଲେ ତାର ନିଜର ନିୟନ୍ତ୍ରଣ ନଥିଲା। ସେଥିପାଇଁ ତ ଆଜି ୟା ସାଙ୍ଗରେ ତ କାଲି ତା ସାଙ୍ଗରେ ସେ…

ପିଲାଦିନର ପଞ୍ଚଦୋଳ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କାଲି ଭଳି ଲାଗୁଛି। କେତେବେଳେ ଚାଳିଶ ବର୍ଷ ବିତିଗଲାଣି ଜଣାପଡ଼ିଲାନି। ଯାନିଯାତ୍ରାକୁ ନେଇ ପିଲାଦିନେ ଯେଉଁ ଉତ୍କଣ୍ଠା, ଆଗ୍ରହ ଏବଂ ଅପେକ୍ଷା ଥିଲା, ତାହା ହୁଏତ ଆଜି ନାହିଁ। କିନ୍ତୁ ସେଦିନ ସବୁ ମନେପଡ଼ିଲେ ଲାଗୁଛି, ସତେ ଯେମିତି…