Latest Odisha News

BREAKING NEWS

ସ୍ୱପ୍ନାଦେଶ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଫଗୁଣ ମାସ ପଶିକି ଏଇ ଦିନେ ଦି ଦିନ ହେଇଥିବ। ଗାଁରେ ସେତେବେଳକୁ ଜମିବାଡ଼ିରେ ଏତେ କିଛି କାମ ନାହିଁ। ମାଘ ମାସ ସୁଦ୍ଧା ସମସ୍ତଙ୍କ ଧାନ ଅମଳ ସରିଛି। ସେଥିପାଇଁ କେହି କେହି ଜମିରେ ମୁଗ ବିରି ବୁଣିଛନ୍ତି ତ ଆଉ କିଏ ଖରାଦିନିଆ ପନିପରିବା…

ସାହସ ଦରକାର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସଭାରେ ଠିଆ ହୋଇ ଭାଷଣ ଦେବା ହେଉ, ଅଥବା ପଚାଶ ଲୋକଙ୍କୁ ସାମ୍ନା କରିବା, ଜଣେ ମନୋବଳ ଜୁଟାଇ ସହଜରେ ଏ କାମ କରିପାରିବ। କିନ୍ତୁ ନିତିଦିନିଆ ଜୀବନରେ ପ୍ରତିମୁହୂର୍ତ୍ତରେ ଯଦି ସାମାଜିକ ନିନ୍ଦା, ଅପବାଦ ବା ପ୍ରତିବନ୍ଧକକୁ ସାମ୍ନା…

ଅମେରୁଦଣ୍ଡୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେଦିନ ଚକ୍ରଧର ବଡ଼ ବ୍ୟସ୍ତ ଥିଲା। ଏତେ ବ୍ୟସ୍ତ ଯେ, ତା ବାପା ମାଆ ପାଖରେ ଠିଆ ହୋଇଥିଲେ ବି ସେ ସେମାନଙ୍କୁ ଦେଖିପାରୁନଥିଲା। କାରଣଟା କଣ .. ତା ଶାଳକର ବାହାଘର। ବରଯାତ୍ରୀ ବାହାରିବ କନିଆ ଘରକୁ। ସେଥିପାଇଁ କେତେ କଣ ପ୍ରସ୍ତୁତି…

ସ୍ମୃତିର ଛତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରୁ ଯାଇ ଲଣ୍ଡନରେ ପାଠ ପଢ଼ିବ ଆଉ ପୁଣି ସେଇଠି ହିଁ ଚାକିରି କରିବ। ଏମିତି କେବେ ଭାବି ନଥିଲା ସରୋଜ। ହେଲେ ତା ଭାବିବା ଅନୁସାରେ କି ଜୀବନ ଚାଲେ? ତା ନହୋଇଥିଲେ ଦୀର୍ଘ ଦଶ ବର୍ଷ ହେଲାଣି ସେ ଗାଁ ଛାଡ଼ି ଲଣ୍ଡନରେ ନଥାନ୍ତା। ଏବେ ଏତେ…

କହି ହେଉଥାଏ ପରକୁ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’   ଗାଁ ମଝିରେ ସଭା ବସିଥାଏ। ଏତେ ପାଟିତୁଣ୍ଡ ଯେ, ଗାଁଟା ପୂରା ଉଠୁଥାଏ ପଡୁଥାଏ। ସେଦିନ ସଭାରେ ପ୍ରସଙ୍ଗଟା ଏମିତି ଥିଲା ଯେ, କି ପିଲା କି ବୁଢ଼ା .. ଗାଁର ସମସ୍ତେ ଏକାଠି ହୋଇଥାନ୍ତି ତାରି ଉପରେ ତର୍କ କରିବାକୁ। ଗାଁର…

ଭିନ୍ନ ଏକ ସମ୍ପର୍କ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’   ଘାସକୁ ମୋଟ ଆଉ ଗଛକୁ ଛୋଟ ଭଳି ଗୋଟିଏ ବଡ଼ ଗାଁ ଆଉ ଛୋଟ ସହର ହେଉଛି ରାମପୁର। ଏହାକୁ ଦେଖିଲେ ଲାଗେ, ସତେ ଯେମିତି ଏ ଗାଁଟା କେଉଁ ଏକ ଅନ୍ଧାର ଯୁଗରେ ବର୍ଷ ବର୍ଷ ଧରି ଶୋଇଛି। କାରଣ ଗତ ପଚାଶ ବର୍ଷ ଭିତରେ ଗାଁର ଭାଗ୍ୟ ଭବିଷ୍ୟତ କିଛି…

ଏକାକୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’   ମଝିରେ ମଝିରେ ଏମିତି ଦେହ ଖରାପ ହୁଏ ଯେ, ସିଂହ ଭଳି ଲୋକଟା ହଠାତ୍ କତରାଲଗା ହୋଇଯାଏ । ଚେଷ୍ଟା କଲେ ବି କଥା କହିପାରେନି। ଶେଯରୁ ଉଠି ଘର ବାହାରକୁ ପାଦ ରଖିବା ବି ସମ୍ଭବ ହୁଏନି। ପାଖରେ ପାଣି ଟୋପାଏ ତତେଇ ଦେଇ ଥୋଇଦେବାକୁ କେହି…

ଅଦିନିଆ ସେବା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  ରାମଚନ୍ଦ୍ର ଯେଉଁଦିନ ଗାଁ ଛାଡ଼ି ବିଜୟୱାଡ଼ା ଗଲା, ସେଦିନ ଢେର କାନ୍ଦିଥିଲା। ତା' ଆଖିରୁ ଲୁହ ବନ୍ଦ ହେଉନଥାଏ। ତା' ସାଙ୍ଗସାଥିମାନେ କହିଲେ, ଆରେ ଏତେ କ'ଣ କାନ୍ଦୁଛୁ? କାମ କରିବାକୁ ଯିବୁ ଯେତେବେଳେ ଏତେ କଥା ଆଉ ଭାବି ଲାଭ କ'ଣ?…

ସ୍ନେହଲତାର ଶେଷ ଚିଠି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସ୍ନେହଲତା ସାମନ୍ତରାୟ। ନାଁଟା ହିଁ ଯଥେଷ୍ଟ ବ୍ୟକ୍ତିତ୍ୱକୁ ପରିଚିତ କରାଇବା ପାଇଁ। ହଁ.. ସ୍ନେହଲତା ପ୍ରକୃତରେ ଜୀବନତମାମ ନିଜ ନାଁକୁ ଚରିତାର୍ଥ କରି ଆସିଛି। ବାଟରେ ଚାଲିଯାଉଥିବା ମଣିଷର ପେଟକଥା ଜାଣିପାରେ ସେ। ସେଥିପାଇଁ କୌଣସି…

ମକର ମେଳା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବର୍ଷକୁ ଥରେ ମକର ଯାତ୍ରା । ସେଥିପାଇଁ ଯିଏ ଯେଉଁଠି ଥିଲେ ସମସ୍ତେ ଗାଁକୁ ଆସିଛନ୍ତି। କେବଳ ଏବେ ନୁହେଁ, ଶହ ଶହ ବର୍ଷ ଧରି ଚାଲି ଆସିଛି ଏହି ପରମ୍ପରା। ଗାଁର ମହାଦେବଙ୍କ ମନ୍ଦିରରେ ବାର୍ଷିକ ଉତ୍ସବ ମକର ମେଳା। ଗାଁର ଈଷ୍ଟଦେବତାଙ୍କ ଏ…