Latest Odisha News

BREAKING NEWS

ଅଲିଭା ସ୍ୱାକ୍ଷର

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଗାଁ ସ୍କୁଲରେ ମୁଁ ତୃତୀୟ ଶ୍ରେଣୀରେ ପଢୁଥାଏ । ଆମ ଗାଁର ଆଖପାଖ ଗାଁରେ ଆଉ କୌଣସି ପ୍ରାଥମିକ ବିଦ୍ୟାଳୟ ନଥିଲା ସେତେବେଳେ । ସେଥିପାଇଁ ପ୍ରାୟ ପାଞ୍ଚ ଛଅ ଖଣ୍ଡ ଗାଁର ପିଲାମାନେ ବି ଆମ ଗାଁ ସ୍କୁଲରେ ଆମ ସହିତ ପଢୁଥିଲେ । କିଏ…

ଗାଁ ସ୍କୁଲରେ ତାଲା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମାମୁଁ ଘର ଗାଁ ନବୀନପୁର । ପିଲାଦିନେ ମାଆ ସାଙ୍ଗରେ ଯାଉଥିଲି । ଦିନେ ଦି ଦିନ ରହିବା ପରେ ପୁଣି ଗାଁରୁ ଜେଜେଙ୍କ ଡାକରା ଯାଏ । ତେଣୁ ମାଆ ବାପଘର ଛାଡ଼ିବାକୁ ବାଧ୍ୟହୁଏ । ଆଉ ଆମେ ପୁଣି ଘରକୁ ଫେରୁ । ହେଲେ ନବୀନପୁରର ଗୋଟିଏ କଥା…

ବାହୁଡ଼ିବ କି ବୋହୂଚୋରି?

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଅନେକ ଦିନ ପରେ ଏଥର ମୁଁ ଗାଁକୁ ଯାଇଥିଲି । ଗାଁରେ ପହଞ୍ଚିଲା ବେଳକୁ ବେଳ ନଇଁ ଆସୁଥିଲା। ଗାଁ ଛକରେ ବସରୁ ଓହ୍ଲାଇଲା ବେଳକୁ ବଡ଼ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ ମୋ ସାନଭାଇ ଆଉ ଭଣଜା । ଭଣଜାର ନାଁ ଯଦିଓ ଧର୍ମଦତ୍ତ, ମୋ ବାପା…

ମାଗଣା ଖିଆ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବୃନ୍ଦାବନ ବାଡ଼ତ୍ୟାଙ୍କ ପାଞ୍ଚ ପୁଅ । ସବା ସାନକୁ ୧୭ ବର୍ଷ, ଆଉ ସବା ବଡ଼କୁ ୨୩ । ତା ମାନେ କହିବାକୁ ଗଲେ ବର୍ଷେ ଲେଖାଏଁ ଅନ୍ତରରେ ପାଞ୍ଚ ପୁଅ ଜନ୍ମ ଦେଇଥିଲେ ବୃନ୍ଦାବନଙ୍କ ସ୍ତ୍ରୀ । ଖାଲି ସେତିକି ନୁହେଁ, ବଡ଼ ପୁଅ ଆଗରୁ ଦୁଇଟା…

ଦୁଇଟା ଜାତିର ମଣିଷ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବିଶ୍ୱଜିତ୍ ରାଉତରାୟ । ହରିପୁର ଗାଁର ଜଣେ ଜଣାଶୁଣା ଲୋକ । ନ୍ୟାୟ ନିଶାପରେ ଆଖପାଖ ଦଶ ଖଣ୍ଡ ଗାଁର ଲୋକେ ବି ତାଙ୍କୁ ଡାକନ୍ତି । ଗାଁର ସବୁକଥାରେ ଆଗ ଠିଆହୁଅନ୍ତି ବିଶ୍ୱଜିତ୍ । ହେଲେ ଏବେ ବୟସ ଗଡ଼ିଗଲାଣି । ଆଉ ଆଗ ଭଳି ଗାଁ କଥାରେ…

ପାଲା ଦେଖୁଛି କିଏ?

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବିବସ୍ୱାନ୍ ଓ ବନ୍ଦିତା .. ବିଶ୍ୱାଳ ଘରର ବଡ଼ ପୁଅ-ବୋହୂ । ବାହାଘରର ପନ୍ଦର ବର୍ଷ ବିତିଗଲାଣି । ଷଠୀବୁଢ଼ୀ ମାଆ ଏଯାଏଁ ସେମାନଙ୍କ କୋଳରେ ପିଲାଟିଏ ଦେଇନି । କେତେ ଦିଅଁ ଦେବତା, ବ୍ରତ ଉପବାସ କରିଛନ୍ତି ଉଭୟେ ତାର ହିସାବ ନାହିଁ ।…

ବାର୍ଦ୍ଧକ୍ୟ ଭତ୍ତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅଣାଅଶୀ ବର୍ଷ ବୟସରେ ଆରପାରିକୁ ଚାଲିଗଲା ମହାପାତ୍ର ଘରର ବୁଢ଼ୀ ତିଳୋତ୍ତମା । ବୁଢ଼ୀ ମଲାଦିନ ସବୁଠୁ ବେଶି ଖୁସି ହୋଇଥିଲା ତାର ଏକମାତ୍ର ବୋହୂ ତ୍ରିପୁରସୁନ୍ଦରୀ । ନାଁ ଟା ସିନା ତ୍ରିପୁରସୁନ୍ଦରୀ, ହେଲେ ଦେଖିବାକୁ ସାକ୍ଷାତ ମାଆ…

ବଡ଼ଲୋକିଆ ଅହଂକାର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଯଦୁନାଥ ରଣସିଂହ ବାବାଜୀ ଲୋକ । ପ୍ରାଥମିକ ଶିକ୍ଷକ ଭାବେ ବିଦ୍ୟାଳୟରେ ପାଠପଢ଼ାଇବା ବ୍ୟତୀତ ବାକିତକ ସମୟ ସମାଜସେବାରେ କଟିଛି । ସାମାଜିକ ସଂସ୍କାର ପାଇଁ କେତେବେଳେ ମୃତଭୋଜିକୁ ବିରୋଧ କରିଛନ୍ତି ତ ଆଉ କେତେବେଳେ ଗାଁ ମଦଭାଟି ବିରୋଧରେ…

ଗାଁ କଥା: ଯୌଥ ପରିବାର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ 'ଗାଁ କଥା' ଜ୍ୟେଷ୍ଠ ମାସର ଖରା । ସୂର୍ଯ୍ୟ ମୁଣ୍ଡ ଉପରେ । କାଉ କୋଇଲି ବି ବାହାରକୁ ବାହାରୁନାହାନ୍ତି । ଏମିତି ସମୟରେ ବୈଦ୍ୟନାଥ ବାବୁଙ୍କ ବାରଣ୍ଡାରେ ମୁଣ୍ଡରୁ ପସରାଟା ଓହ୍ଲାଇ ଥୋଉ ଥୋଉ ଫାଁ ଗାଳି ପଡ଼ିଗଲା ଦୀନବନ୍ଧୁ । ସାଙ୍ଗରେ ଦଶ ବର୍ଷର…