ଛାତ୍ରୀଙ୍କ ହଷ୍ଟେଲ ଶୌଚାଳୟରେ କିପରି ହେଉଥିଲା ଭିଡିଓ ସୁଟିଂ? ଦେଖନ୍ତୁ ଶୌଚାଳୟର ଚିତ୍ର
ଓଡ଼ିଶା ସମ୍ବାଦ ବ୍ୟୁରୋ: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଥିବା ଛାତ୍ରୀଙ୍କ ହଷ୍ଟେଲରୁ ଲିକ୍ ହୋଇଥିବା ଅଶ୍ଲୀଳ ଭିଡିଓ ଘଟଣାରେ ନୂଆ ମୋଡ଼। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଏବେ ୭ ଦିନିଆ ରିମାଣ୍ଡରେ ରହିଛନ୍ତି। ଅନ୍ୟପଟେ ଏସଆଇଟି ଟିମ୍ ମଧ୍ୟ ତଦନ୍ତ କରୁଛି । ତେବେ କିପରି ଶୌଚାଳୟ…