Latest Odisha News

BREAKING NEWS

ଆପଣଙ୍କ ଗାଡି ନମ୍ବର ଏଚଏସଆରପି ଅନ୍ତର୍ଭୁକ୍ତ ତ? ନହେଲେ ଅକ୍ଟୋବର ୧ରୁ ଦେବେ ଜୋରାମାନା

ଭୁବନେଶ୍ୱର: ଆପଣଙ୍କ ଗାଡି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି)ରେ ସାମିଲ ହୋଇଛି ତ? ? ଯଦି ନହୋଇଛି ମାସ ଶେଷ ସୁଦ୍ଧା କାମ ଶେଷ କରି ଦିଅନ୍ତୁ । ନହେଲେ ଅକ୍ଟୋବର ୧ରୁ ଦେବେ ଜୋରିମାନା । ଏ ନେଇ ପରିବହନ ବିଭାଗ ସୂଚନା ଦେଇଛି। ଏପ୍ରିଲ ୧, ୨୦୧୯ ପୂର୍ବରୁ ପଞ୍ଜିତୃତ…

ମାଟି ତଳେ ଚାପି ହୋଇଗଲା ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋରାପୁଟ ରାୟଗଡା ରେଳ ଲାଇନ ଦୋହରିକଣ ବେଳେ ଅଘଟଣ । ମାଟି ଅତଡା ଖସିବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମ ବରପେଟା ଜିଲ୍ଲା ମାଜଗାଁର ଜାହରୁଦ୍ଦିନ୍। ମାଟି ତଳେ ଚାପି ହୋଇଯିବା ପରେ…

ଏସସିଓରେ ଯୋଗଦେବେ ବିଶ୍ବର ଚାରି ପ୍ରମୁଖ ନେତା: ହେବ କି ଭାରତ-ପାକିସ୍ତାନ ଆଲୋଚନା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହେବାକୁ ଯାଉଛି ଏସସିଓ ସମ୍ମିଳନୀ ଅର୍ଥାତ୍ ସାଂଘାଇ କପୋର୍ସେନ ଅର୍ଗାନାଇଜେନ ସମ୍ମିଳନୀ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅପରାହ୍ନରେ ସମରକନ୍ଦ ଗସ୍ତ କରିବେ।…

ଏଥର ଶୀତ ଆସିବ ବିଳମ୍ବରେ !

ଭୁବନେଶ୍ୱର: ଅକ୍ଟୋବର ଏବଂ ନଭେମ୍ବରରେ ଯେପରି ତାପମାତ୍ରା ରହିବା କଥା ଚଳିତ ଥର ପୂର୍ବ ଅପେକ୍ଷା ଅଧିକ ଗରମ ରହିବ। ତେଣୁ ଏଥର ଶୀତ ବିଳମ୍ବରେ ଆସିବ। ଏପରି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ। ଏଲ୍-ନିନୋ, ଇଣ୍ଡିଆନ ଓସେନ ଡାଇପୋଲ ଏହଂ ଏମଏଜେଓକୁ ଅନୁଧ୍ୟାନ କରିବା…

ବ୍ୟାପୁଛି କୋଭିଡର ଆଉ ଏକ ଭ୍ୟାରିଆଣ୍ଟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରା ବିଶ୍ୱରେ କରୋନା ଶିଥିଳ ପଡିଥିବା କୁହାଯାଉଛି । ବିଶ୍ବ ଏବେ ସ୍ବାଭାବିକ ମୁହାଁ ହୋଇଥିବା ବେଳେ ଆଉ ଏକ କରୋନା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଯାହା ଓମିକ୍ରନ ଭ୍ୟାରିଆଣ୍ଟର ସବ୍ ଭ୍ୟାରିଆଣ୍ଟ ବୋଲି କୁହାଯାଉଛି। ଆମେରିକାରେ ଏହି ଭ୍ୟାରିଆଣ୍ଟ BA.4.6…

ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଦୁର୍ଘଟଣାର ଶିକାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଏକ କାର ଦୁର୍ଘଟଣାରର ଶିକାର ହୋଇଛନ୍ତି। ତେବେ ସେ ସୁରକ୍ଷିତ ରହିଛନ୍ତି । ସାମାନ୍ୟ ଆହତ ହୋଇଛନ୍ତି। ୟୁକ୍ରେନ ମିଡିଆ ପୋର୍ଟାଲ ଦି କିଭ୍ ଇଣ୍ଡିପେଣ୍ଡେଣ୍ଟ ଜେଲେନସ୍କିଙ୍କ ମୁଖପାତ୍ରଙ୍କ ପ୍ରତିକ୍ରିୟାକୁ ଆଧାର କରି…

ମୋହନ ଭାଗବତଙ୍କୁ ପ୍ରଶଂସା, କଂଗ୍ରେସକୁ ଗାଳି କଲେ ଗୁଲାମ ନବୀ ଆଜାଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଟ୍ଟର ହିନ୍ଦୁ ସଂଗଠନ ଆରଏସଏସ ପ୍ରମୁଖକୁ ପ୍ରଶଂସା କରିଛନ୍ତି ଗୁଲାମ ନବୀ ଆଜାଦ୍ । ଆଉ କଂଗ୍ରେସ ଉପରେ ବର୍ଷିଛନ୍ତି। ଏହି ଖବର ଅଜବ ଲାଗିଲେ ବି ସତ । ଯଦିଓ କେହି କେବେ ଆକଳନ କରିପାରୁନଥିବେ ହେଲେ ଗୁଲାମ ନବୀ ଆଜାଦ କଂଗ୍ରେସକୁ ବାଏ ବାଏ କରିବା ପରେ ତାଙ୍କ…

ଋଷ ଭଳି ଚୀନ ଉପରେ ପ୍ରତିବନ୍ଧକ ଲଗାଇପାରେ ଆମେରିକା

ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ ଗସ୍ତ ପରଠାରୁ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଅନ୍ୟପଟେ ଚୀନ ତାଇଓ୍ୱାନ ଉପରେ ଚାପ ପକାଇବାକୁ ଯାଇ ସୀମାରେ ସମରଭ୍ୟାସ କରୁଛି । ହେଲେ ତାଇୱାନ ସହିତ ଆମେରିକା ରହିଛି ବୋଲି କହିଆସୁଛି।…

ବିନା ଯୁଦ୍ଧରେ ମୋଦୀ ଚୀନକୁ ଜମି ଦେଇଦେଲେ: ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ: ଅନେକ ପର୍ଯ୍ୟାୟ ବୈଠକ ପରେ ଶେଷରେ ଭାରତ ଏବଂ ଚୀନ୍‌ର ସୌନ୍ୟମାନେ ପୂର୍ବ ଲଦାଖର ଗୋଗ୍ରା-ହଟ୍ସପ୍ରିଙ୍ଗ ଅଞ୍ଚଳରେ ନିଜର ସୈନ୍ୟ ପ୍ରତ୍ୟାହାର କରିଛନ୍ତି। ଗତକାଲି ଏହି ପ୍ରକ୍ରିୟା ଶେଷ ହୋଇଛି। ଏହାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୀନ୍ ସୀମା ବିବାଦ ପ୍ରସଙ୍ଗରେ ଭାରତ…

ନିଶା କାରବାରରୁ ହତ୍ୟା, ଲେଡି ଡନ୍ ରଞ୍ଜୁ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଲେଡି ଡନ୍ ରଞ୍ଜୁ ଏବଂ ଅନ୍ୟତମ ଅଭିଯୁକ୍ତ କାହ୍ନା । ଗଞ୍ଜାମରୁ ଉଭୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ୯ ତାରିଖ (ଶୁକ୍ରବାର) ରାତିରେ ଭୁବନେଶ୍ବର ସ୍ଥିତ ୟୁନିଟ ୮ ନାରାୟଣ ବସ୍ତିରେ ହତ୍ୟାକାଣ୍ଡ ଘଟିଥିଲା। ବ୍ରାଉନ ସୁଗାର ବେପାରକୁ ନେଇ ହୋଇଥିବା…