ଥାନା ଭିତରେ ‘ଗୁଣ୍ଡାଗର୍ଦ୍ଦି’, ଉତ୍ତ୍ୟକ୍ତ ଜନତା ମାରିଲେ ପୋଲିସକୁ ଧକ୍କା
ଓଡ଼ିଶା ସମ୍ବାଦ ବ୍ୟୁରୋ : ଥାନା ଭିତରେ ଗୁଣ୍ଡାଗର୍ଦ୍ଦି । ଥାନା ଭିତରେ ଧସେଇ ପଶିବା ପରେ ଉପସ୍ଥିତ ଥାନା ଅଧିକାରୀଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯାହା ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟରେ ସାଧାରଣରେ ଦେଖାଯାଏ। କିନ୍ତୁ ଏ ଖବର ଓଡ଼ିଶାରେ ଘଟିଛି ।
ଗତ…