Latest Odisha News

BREAKING NEWS

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଏଡିଜି ଅରୁଣ ବୋଥ୍ରାଙ୍କ ତଦନ୍ତ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଅନ୍ୟ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ…

ନବ ଦାସଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ସାରା ରାଜ୍ୟ ସ୍ତବ୍ଧ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଖେରୁଆଲ ସେତୁ ପାର୍ଶ୍ୱରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର, ତିନି ଦିନିଆ ଶୋକ ଘୋଷଣା

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ରଜରାଜନଗରରେ ରବିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ। ରବିବାର ଓଡ଼ିଶା ସରକାର ଏହି ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ସଚିବ ଏକ ପ୍ରେସ୍…

ଓଡ଼ିଶାରେ ବିଆରଏସର ବିଗ୍ ଏଣ୍ଟ୍ରି: କାହାର ଲାଭ, କାହାର କ୍ଷତି?

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ଅନେକ ବରିଷ୍ଠ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗ ଦେଇଛନ୍ତି। ତେବେ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଆରଏସର ପ୍ରଭାବ…

ରାଜ୍ୟର ଅର୍ଥନୀତିରେ ସହଯୋଗ କରୁଛନ୍ତି ଗୃହିଣୀ: ଫେଡ୍‌

ଭୁବନେଶ୍ୱର: ଓଡ଼ିଶାରେ ଏତେ ପାରମ୍ପରିକ ପିଠା ଅଛି ଯଦି ସେଗୁଡ଼ିକ ତିଆରିର ମାନ ଏବଂ ଗୁଣ ବୃଦ୍ଧି ସଂଗେ ସଂଗେ ସୁନ୍ଦର ଆବରଣ ମାଧ୍ୟମରେ ବିକ୍ରି କରାଯାଆନ୍ତା ତେବେ ଏହା ବିଶ୍ୱର ବିଭିନ୍ନ ଜାଗାରେ ପହଞ୍ଚି ପାରନ୍ତା । ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ…

ତ୍ୱଚା ଚମକାଇବାକୁ ନିୟମିତ ପଇଡ ପାଣି ପିଉଛନ୍ତି କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଇଡ ପାଣିରେ ଅନେକ ମଲ୍ଟିନ୍ୟୁଟ୍ରିଏଣ୍ଟ୍ର ଭର୍ତ୍ତି ହୋଇ ରହିଥାଏ। ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ବୃଦ୍ଧି ସହିତ ଅନେକ ଲାଭ ଦେଇଥାଏ। କିନ୍ତୁ, କିଛି ଲୋକ ତ୍ୱଚାର ସୌନ୍ଦର୍ଯ୍ୟ ଏବଂ ଶରୀରର ଡିଟକ୍ସଫିକେସନ୍ ପାଇଁ ଏହାକୁ ନିୟମିତ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣି…

ରାୟଗଡାରେ ତେଜୁଛି ଜିଲ୍ଲା ବିଜେଡି ସଭାପତି ଓ ପୂର୍ବତନ ସାଂସଦ ଭାସ୍କର ରାଓଙ୍କ କଳି!

ରାୟଗଡା (ପ୍ରମୋଦ କୁମାର ସାହୁ): ସରକାରୀ କାର୍ଯ୍ୟକ୍ରମ ବେଳେ ପଦାରେ ପଡିଲା ଶାସକ ଦଳର କନ୍ଦଳ। ରାୟଗଡା ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ ଏବଂ ଜିଲ୍ଲା ବିଜେଡି ସଭାପତିଙ୍କ କନ୍ଦଳ ସାମ୍ନାକୁ ଆସିଛି। ପୂର୍ବରୁ ପୋଷ୍ଟର ୱାର ଏବଂ ପରେ ଏକ ଘରୋଇ…

ମାତୃତ୍ୱ ଲାଭ କରିବାକୁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଛନ୍ତି, ମହିଳାମାନେ ମାତୃତ୍ୱ ଲାଭ କରିବା ପାଇଁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ। କାରଣ ପରବର୍ତ୍ତୀ ସମୟରେ (ଅଧିକ ବୟସ ହେଲେ) ଏହା ଜଟିଳତା ସୃଷ୍ଟି କରିଥାଏ। ମାତୃତ୍ୱ ପାଇଁ ବୟସ ୨୨ରୁ ୩୦ ବର୍ଷ ଉପଯୁକ୍ତ। ଯେଉଁ…

କାହିଁକି ଭୋଡୋଫୋନ-ଆଇଡିଆ ଗ୍ରାହକଙ୍କ ସଂଖ୍ୟା କମୁଛି?

ନୂଆଦିଲ୍ଲୀ: ଦେଶରେ ଟେଲିକମ ବଜାରରେ ମାନ୍ଦାବସ୍ଥା ଜାରି ରହିଛି। ଗୋଟିଏ ପଟେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ କ୍ରମାଗତ ଭାବରେ ୫ଜିକୁ ଆଧାର କରି ଗ୍ରାହକଙ୍କ ସଂଖ୍ୟା ବଢାଇଚାଲିଛନ୍ତି। ଅନ୍ୟପଟେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଭୋଡା ଆଇଡିଆର ଗ୍ରାହକମାନେ ମଧ୍ୟ ଅନ୍ୟ ନେଟଓ୍ୱର୍କକୁ…

ଡବଲ ସେଞ୍ଚୁରୀ ପରେ ଇଶାନ କିଶନଙ୍କ ବ୍ୟାଟରେ ଲାଗିଗଲାଣି କଳଙ୍କି!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆର ଯୁବ ଚେହେରା ତଥା ୱିକେଟ୍ କିପର ବ୍ୟାଟସମ୍ୟାନ ଇଶାନ୍ କିଶନ ୧୦ ଡିସେମ୍ବର ୨୦୨୨ରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଡବଲ ସେଞ୍ଚୁରୀ ମାରିଥିଲେ। ଦ୍ୱିଶତକ ରନ୍ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ ଦିନିକିଆରେ…